Category Uncategorized

ବିକାଶର ଇତିବୃତ୍ତ

ରିତେଶ କୁମାର ଦାସଙ୍କ ସହ ଟ୍ରେକିଂ ଗୋଟିଏ ସୁନ୍ଦର ସୁଯୋଗ ଦିଏ; ସେଠାରେ ସମୟର ଭିଡ଼ ନ ଥାଏ। ଦୁଇଦିନ ପୂର୍ବର କଥା ବିକାଶର ନାଗରା ଅନେକ ଶବ୍ଦକୁ ପାଖାପାଖି ମୂଲ୍ୟହୀନ କରୁଥିବା ବେଳେ ଆମେ ଦୁଇବର୍ଷ ତଳେ ତିଆରି ହୋଇଥିବା ଦଦରା ପ୍ରଧାନମନ୍ତ୍ରୀ ସଡ଼କରେ ସାମାନ୍ୟ କିଛି ମାଇଲ ଓ ଅଶିଦଶକରୁ ନିଜର ସ୍ଵଭାବ… Continue Reading →

ଛତିଶଗଡ଼

ଆମକୁ ଚିନ୍ତା କରିବା ଉଚିତ ଯେ ରାଜନୈତିକ ନିର୍ଣ୍ଣୟ ନେଲା ବେଳେ ଓଡ଼ିଶାର କେଉଁ କେଉଁ ସୁଯୋଗ ଓ ସମସ୍ୟା ପ୍ରତି ପ୍ରାଥମିକତା ଦେବୁ! ଏହି ପରିପ୍ରେକ୍ଷିରେ ଛତିଶଗଡ଼ କଥା ବିଚାର କରାଯାଉ। ଓଡ଼ିଶାର ସାଂସ୍କୃତିକ ସ୍ରୋତ ଛତିଶଗଡ଼ ପଟୁ ପ୍ରବାହିତ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଓଡ଼ିଶା ବିଧିବଦ୍ଧ ଭାବେ ଏକ ରାଜ୍ୟର… Continue Reading →

ରାଜେନ୍ଦ୍ର ନାରାୟଣ ସିଂଦେଓ

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ଜୀବନୀ ଉପରେ ରାଜନୈତିକ ଆଲୋଚନା ହେବା ଆବଶ୍ୟକ। ପରାଧିନ ଭାରତର ଗୋଟିଏ ଗଡ଼ଜାତ ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ। ଉଭୟ ରାଜତନ୍ତ୍ର ଓ ଗଣତନ୍ତ୍ରର ଶୀର୍ଷରେ ରହି ଓଡ଼ିଶା ରାଜନୀତିର ମହାନତମ ବ୍ୟକ୍ତିତ୍ୱ ମଧ୍ୟରୁ ଜଣେ ହୋଇ ପାରିଥିଲେ।ଇଷ୍ଟ ଇଣ୍ଡିଆ କମ୍ପାନୀ ଗଡ଼ଜାତ ରାଜ୍ୟମାନଙ୍କୁ… Continue Reading →

ଛାତ୍ର ଆନ୍ଦୋଳନ

ଅଶି ଦଶକ ପରବର୍ତ୍ତି ଛାତ୍ର ଜାଗରଣକୁ ଓଡ଼ିଶାରେ କୌଣସି ରାଜନୈତିକ ନେତୃତ୍ଵ ବୁଝିବା ଓ ପରିଚାଳନା କରିବାରେ ଅସମର୍ଥ ରହିଲେ। ଏହି ଅସମର୍ଥତା ପାଇଁ ସେ ସମୟର ବୁଦ୍ଧିଜୀବି/ବିଚାରବାନ/ସମାଜ ଚିନ୍ତକ/ ନେତୃତ୍ଵ କେବେ ବି କ୍ଷମା ମାଗିବା ତ ଦୂରର କଥା ଚିନ୍ତା କରିବା ଦେଖି ନାହିଁ। ସବୁଠାରୁ କ୍ଷୋଭର ବିଷୟ ହେଲା ଖବରକାଗଜ ସମ୍ପାଦକମାନେ… Continue Reading →

ପଖାଳ ଦିବସ

୧୯୭୭ ମସିହାରେ ଲଣ୍ଡନରେ ବିୟର ଫେଷ୍ଟିଭାଲ ଆରମ୍ଭ ହୁଏ। ଏହାର ଏକ ଭିନ୍ନ କାରଣ ଅଛି। ପ୍ରଥମତଃ ବିୟରକୁ ୟୁରୋପିୟ ଦେଶ ମାନଙ୍କରେ ଲୋକପ୍ରିୟ କରାଇବା ଦ୍ଵିତୀୟ କାରଣ ବି କୁହାଯାଏ ଯେ ଭଣ୍ଡାରନ ଅସୁବିଧା ଯୋଗୁଁ ସଂପୃକ୍ତ କମ୍ପାନୀ ପୂର୍ବରୁ ବିୟରକୁ ନଷ୍ଟ କରୁଥିଲେ। ପରେ ଉତ୍ସବ ମାଧ୍ୟମରେ ଲୋକଙ୍କୁ ଗଲା।ନବେ ଦଶକ ପରେ… Continue Reading →

ଗଉରବାଡି ଶବ୍ଦନୃତ୍ୟର ଆଦି ପରମ୍ପରା

ଗଉର ବା ଗଉଡ ଜାତିର ପ୍ରାଚୀନତା ଉପରେ କୌଣସି ପ୍ରଶ୍ନ ହିଁ ନାହିଁ। ଗଉଡ ଜାତି ପଶୁପାଳନ ବା ଗୋପାଳନ କରି ଭାରତ ଭୂଖଣ୍ଡର ଅର୍ଥନୀତିକୁ ବେଶ ସମୃଦ୍ଧ କରିଥିଲେ। ଗଉଡ ଜାତି ବୈଶ୍ୱିକ ସ୍ତରରେ ଯାଦବ ବା ଅହିର ଜାତି ଭାବରେ ପରିଚିତ ହୁଅନ୍ତି। ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରେ ଗଉଡ ଜାତି… Continue Reading →

© 2026 jariaa.com

error: Content is protected !!