ନଚନିଆ

ଯିଏ ନାଚେ ସେ ନାଚୁ ବା ନଟ ସ୍ତ୍ରୀଲିଙ୍ଗରେ ନଟୀ। ନଚନିଆ କହିଲେ ଯିଏ ନାଚ ବା ନୃତ୍ୟ ପ୍ରଦର୍ଶନ କରି ନିଜର ଜୀବିକା ନିର୍ବାହ କରିଥାଏ। ଭୂଗୋଳର ବିଭେଦରେ ନାଚ ବା ନୃତ୍ୟର ଚରିତ୍ର ଭିନ୍ନ ହୋଇଥାଏ। ନାଚ ବା ନୃତ୍ୟର ଆଲୋଚନା କରିବା ପୂର୍ବରୁ ନାଚର ଏକ ଐତିହାସିକ ଯାତ୍ରା ଆଲୋଚନା ଏହି… Continue Reading →

ମତ୍ସ୍ୟଗନ୍ଧା

ଅଜଣା ରାଇଜ। ଉପରସ୍ଥଙ୍କ ଆଦେଶ ଆସିଲା, କାମ ପାଇଁ ଯିବାକୁ ହେବ। ଦୁଇ ଘଣ୍ଟାର ବିମାନ ଯାତ୍ରା। ତାପରେ ଟେକ୍ସି ନେଇ ପାଖାପାଖି ତିନିଶହ କିଲୋମିଟର। ଗୋଟିଏ ଛୋଟ ସହର। ସହର ସୀମା ହୋଇ ବହିଯାଇଛି ନଦୀ। ନଦୀ ଡେଇଁବାକୁ ଗୋପିନାଥ ମାଝୀର ଡଙ୍ଗା, ତା ପରେ ଘଣ୍ଟାଏ  ଚାଲିଲେ ମୋର ଲକ୍ଷସ୍ଥଳ।ତିନିଟା ସାଇକେଲରେ ଲୋକ ଆସିଥାନ୍ତି,… Continue Reading →

ସମ୍ବଳ, ସମ୍ବଲକ, ସମ୍ବଲପୁର

ବ୍ୟାସଦେବ ନିଜର ମହାଭାରତ ବନପର୍ବରେ କହିଛନ୍ତି ସମ୍ବଲ ଗ୍ରାମରେ କଲ୍କୀ ଜନ୍ମଗ୍ରହଣ କରିବେ। ତାଙ୍କ ପିତାଙ୍କ ନାମ ବିଷ୍ଣ ଶର୍ମା ହେବ। ଅନ୍ୟତ୍ର ଅନେକ ତାଙ୍କ ମାତାଙ୍କ ନାମ ସୁମତୀ ଓ ସୁମନ୍ତ, ରାଗ, କଭି ନାମରେ ତିନି ଭାଇ ହେବା କଥା ବି କୁହାଯାଏ।ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲକୀ ଧାମର ଶିଳାନ୍ୟାସ… Continue Reading →

ଗୋଟିଏ ଜବରଦଖଲ ଗାଁ ଓ ଆରାବଳୀ

#ଗୋଟିଏ_ଜବରଦଖଲ_ଗାଁ_ଓ_ଆରାବଳୀଟିକିଏ ପୂର୍ବକୁ ଯିବା। ପଶ୍ଚିମ ଓଡ଼ିଶାର ଅନେକ ଜଙ୍ଗଲରେ ଗୋଟିଏ ଗୋଟିଏ ଅସହଜ କଲାଭଳି କାହାଣୀମାନ ଯୋଡ଼ି ହୋଇ ଯାଇଛି। ୨୦୦୬ ଜଙ୍ଗଲ ଅଧିକାର ଆଇନ ଲାଗୁ ହେଲା ପରେ ବି ଅନେକ ଗାଁ ଗଢ଼ି ଉଠିଛି।ଏଇ ସଙ୍ଗଠିତ ଭାବରେ ତିଆରିଥିବା ଗାଁମାନ ଆନୁଷ୍ଠାନିକ ଭାବେ ପରିଚାଳିତ ହୁଅନ୍ତି। ଏହି ଗାଁ ମାନଙ୍କରେ ଜଣେ ଜଣେ… Continue Reading →

ପୁଷପୁନୀ ଏକ ପ୍ରେମକଥା

ଅନ୍ଧାରୁ ଦଦା ମରିଯିବାଟା ପାଞ୍ଚବର୍ଷ ପୁରିବ। ଚାରିଫୁଟ ତିନିଇଞ୍ଚର ମଣିଷଟିର ସେତିକି ହିଁ ଇତିହାସ, ଯେତିକି ତାଙ୍କର ଉଚ୍ଚତା। ତାଙ୍କର ବୟସ ଅନୁମାନ କଲେ ଗୋଟିଏ ଉପାକ୍ଷାନ ହେବ। ଅନ୍ଧାରୁ_ଦଦାଙ୍କ_ବୟସପଡ଼ୋଶୀ ଗଣାର ଦଦା କହେ ତିନ ତିନଟା ସରପଞ୍ଚ ଗଲେ ନା’ରେ ବାବୁ ଅନ୍ଧାରୁ ଦଦାକେ ଷାଠେ(୬୦ ବର୍ଷ) ନେଇ ପୁରି ପାରୁଛେ! ସରକାରଙ୍କ ସିନିଅର… Continue Reading →

ବିରାଟ ମାଝୀ ଏକ ଯକ୍ଷପ୍ରଶ୍ନ

ଵଙ୍ଗୋମୁଣ୍ଡା ବ୍ଲକର ବିରାଟ ମାଝୀ; ସରକାରଙ୍କ ଅନୁଦାନରୁ ଛେଲି ଗୁହାଳ ପାଇଲେ। ଛେଲି ଚାଷକରି ସେ ପରିବାର ପ୍ରତିପୋଷଣ କରି ପାରନ୍ତି। ସରକାରଙ୍କ କୃପାଦୃଷ୍ଟି ପଡିଲା ପରେ ଗୁହାଳ ତିଆରିଲେ। ତାଙ୍କ ପାଉଣା ପାଇଲେ ନାହିଁ। ଛଡ଼ ସିମେଣ୍ଟ ବାଲି ଆଦି ପାଇଁ ବାକିଆ ରହି ଯାଇଥିଲା। ମହାଜନୀ ଋଣ କରି ବାକିଆ ଶୁଝିଲେ। ସରକାରୀ… Continue Reading →

ଜଙ୍ଗଲ କାହାର? ହାତୀ କି ଏନଜିଓର

ହାତୀକୁ ଅନୁସରଣ କରିବା ବେଳେ ଅନେକ କଥା ଅନେକ ବ୍ୟଥା ସାମ୍ନାକୁ ଆସୁଛି। ଆଜି ଗୋଟିଏ ଗାଁ ଗଲି। ହାତୀମାନେ ଯେମିତି ରାଣ ଖାଇଛନ୍ତି ଗାଁଟିକୁ ନିଶ୍ଚିହ୍ନ କରିଦେବାକୁ। ହାଡଥରା ଶୀତରେ ଲୋକେ ଆବାସ ଯୋଜନାରୁ ମିଳିଥିବା ଘରଛାତ ଉପରେ ପଲିଥିନ ଢ଼ାଙ୍କି ରାତିରେ ଶୋଉଛନ୍ତି। ହାତୀ ଫସଲ ନଷ୍ଟ କରିଦେଇଛି, ଘର ଭାଙ୍ଗି ଦେଇଛି,… Continue Reading →

ଜୟ ଶୁଲିଆ ବୁଢ଼ା,

ଶୁଲିଆ ଯାତ୍ରା ଅନ୍ୟ ଆଦିବାସୀ ଯାତ୍ରା ଭଳି ପାଳିତ ହେଉଥିବା ଏକ ପ୍ରାଚୀନ ଯାତ୍ରା। କୃଷିକର୍ମଣ ଆରମ୍ଭ ହେଲା ପରେ ମଣିଷ ପାହାଡ଼ ଛାଡ଼ି ସମତଳ ଭୂମିକୁ ଆସିଲା। ଘଞ୍ଚ ବନାନୀ ପଶ୍ଚିମ ଓଡ଼ିଶାର ଭୂମିକୁ ଅସୂର୍ଯ୍ୟମପଶ୍ୟା କରି ରଖିଥିଲା। ମାଟି ସନ୍ତସନ୍ତିଆ ଥିଲା। କୋଶଲୀ ଭାଷାରେ ସନ୍ତସନ୍ତିଆ ଭୂମୀକୁ ପାଟ କୁହାଯାଏ। ପରବର୍ତ୍ତୀ ସମୟରେ… Continue Reading →

ଗପ ହେଲେବି ସତ

ବିଦ୍ୟାଳୟକୁ ଶିକ୍ଷକ ଆସିଲେ ନାହିଁ ବୋଲି ପାଠ ପଢିନଥିବା ଅଥବା ଫେଲ ସାର୍ଟିଫିକେଟଧାରୀ ଅନେକ ଯୁବକ ଓଡିଶାର ପ୍ରତି ଗାଁରୁ ବାହାରିବେ।ଏମିତି ଗୋଟିଏ ଗାଁ କଥା। ବାପାମାଁ ଦାଦନ ଯାଇ ପାଠ ପଢ଼ଉଛନ୍ତି। କାହାର ବାପା କାମକୁ ପାରୁନି ବୋଲି ସେଠ କମ ପଇସା ଦେଇଛି ଅବା ମାଁ କି ବଡ଼ଭାଇ ରୋଗରେ ଅଛନ୍ତି ବୋଲି… Continue Reading →

ଦାଦନ ଟାକ୍ସଫୋର୍ସ

ଦାଦନ ଟାକ୍ସଫୋର୍ସର ଏକ ଉଚ୍ଚସ୍ତରୀୟ କମିଟି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ବଲାଙ୍ଗୀର ଜିଲ୍ଲାର ଖପ୍ରାଖୋଲ ଓ ତୁରେକେଲା ବ୍ଲକ ଅଞ୍ଚଳ ଗସ୍ତ କରି ଫେରି ଯାଇଛନ୍ତି। ଗତ ୧୯ ନଭେମ୍ବର ଦିନର ଏହି ଗସ୍ତରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, କଣ୍ଟାବାଞ୍ଜି ବିଧାୟକ… Continue Reading →

« Older posts

© 2026 jariaa.com

error: Content is protected !!