କୋଟ, ପ୍ରାଚୀନ ଭୂମୀ ଆଇନ ଅନୁସାରେ ଗୋଟିଏ ବଡ଼ ଭୌଗଳିକ ସୀମାର କେନ୍ଦ୍ର ଅଟେ। ଯେଉଁଠାରେ ରାଜନୀତି, ଦର୍ଶନ, ବାହ୍ୟ ସମ୍ପର୍କ ଉପରେ ନିଷ୍ପତ୍ତି ନିଆଯାଏ। କୋଟ ପାଟ ଦେବା ଦେବୀଙ୍କ ଆସ୍ଥାନ ମଧ୍ୟ ଅଟେ। ହରିଶଙ୍କର, ହରିକନ୍ଧ ପାଇଥିବା ଶଙ୍କରଙ୍କ ପିଠ। ପରବର୍ତ୍ତି ଇକ୍ଷ୍ୱାକୁ ଶାସନ ସମୟରେ ବିଷ୍ଣୁଙ୍କୁ ଅବସ୍ଥାପିତ କରାଯାଏ। ଶୈବ ଏବଂ… Continue Reading →
ପ୍ରମିଳା-ଅଶୋକ(ଉଭୟ ଛଦ୍ମନାମ) ଆସୁଛନ୍ତି। ଏ ଖବରକୁ ମୁଁ ଅଶୋକର ବାପାକୁ କହିଲି। ପ୍ରମିଳାର ଶ୍ୱଶୁରଙ୍କ ଘନିଷ୍ଠ ବନ୍ଧୁ ଗୁସେଇଁ ମହାପୁରୁଙ୍କୁ କହିଲି। ମହାପୁରୁଙ୍କ ଛଡ଼ା ପାଞ୍ଚପାଳିରେ କିଏ ଅଛି ଗୌନ୍ତିଆଙ୍କୁ ଆକଟ କରିବ। ଗୌନ୍ତିଆର ବିଧବା ବୋହୂ ପ୍ରମିଳାକୁ ନେଇ ଅଶୋକ କେରଲ ଭାଗି ଯାଇଥିଲା। ଟେଲର କାମ କରୁଥିଲା ଅଶୋକ। ନବମ ପଢ଼ିବା ଆଗରୁ… Continue Reading →
ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ହିମନ୍ତ ବିଶ୍ୱଶର୍ମାଙ୍କୁ ବଙ୍ଗୋମୁଣ୍ଡାକୁ ସ୍ୱାଗତ। ରାଜନୀତିକ ସମାବେଶରେ ଆପଣ ଆସିବା ଏକ ସ୍ଵଭାବିକ କଥା, ଆପଣ ନିଜ ଦଳ ପାଇଁ ପ୍ରଚାର କରିବେ ଏହା ପ୍ରତ୍ୟେକ ବଡ଼ ନେତାଙ୍କ କର୍ତ୍ତବ୍ୟ। ଆସାମ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆସିବା ଇତିହାସିକ କାରଣ ମାନଙ୍କ ମଧ୍ୟରେ ଗୁରୁତ୍ୱ ରଖେ।ଆଧୁନିକ ଅହମିଆ ସାହିତ୍ୟର ଜନକ ସାହିତ୍ୟରଥି ଲକ୍ଷ୍ମୀନାଥ ବେଜବରୁଆଙ୍କ… Continue Reading →
ସେମାନେ ଚାରିଜଣ, ନୂଆପଡ଼ା ଜିଲ୍ଲାର। ଭାଇ ବିରାଦରି; ଅର୍ଥାତ ଗୋଟିଏ ଜାତିର। ସମସ୍ତେ ଅଭିଜ୍ଞ ଶ୍ରମିକ। ପାଣିଭିତରକୁ ପଶି ବାଲି/ପଥର କାଢ଼ନ୍ତି ଅବା ପାଣି ଭିତରେ ପଥର ଫଟାନ୍ତି। ନଦୀପୋଲ ଆଦି କାମରେ ସେମାନେ ନାମକରା ଶ୍ରମିକ। ରୋଜଗାର ବି ଭଲ। ଭଞ୍ଜନଗରରେ କାମ କରୁଥିଲେ।ପରମ୍ପରା ଅନୁସାରେ ତାଙ୍କ ଜାତି ସ୍ଥାନୀୟ କେଉଁଟ ଜାତି ପରି… Continue Reading →
ଆଜି ଖବର ପାଇଲି କକା ମରି ଯାଇଛନ୍ତି। କରୋନାର ଦ୍ୱିତୀୟ ଆକ୍ରମଣ ଏତେ ମାରାତ୍ମକ ବିଶ୍ଵାସ କରି ହେଉନାହିଁ। ଫୋନ ରିଂ ହେଲେ ଭୟ ଲାଗୁଛି। ସୋସିଆଲ ମିଡ଼ିଆ ଖୋଳିଲେ ପ୍ରଥମେ ଆଶଙ୍କା ପରେ ଦଶ ପନ୍ଦର ମିନିଟ ସବୁ ବ୍ୟବହାର କରୁଥିବା ଏପ ମାନଙ୍କୁ ଦେଖି ସାରିଲେ ପ୍ରକୃତିସ୍ଥ ହେବାକୁ ହେଉଛି।କ୍ରମାଗତ ଏହା ଭିତରେ… Continue Reading →
ବ ମାର୍ଚ୍ଚ 23 ତାରିଖ; ସମଗ୍ର ଦେଶବାସୀଙ୍କୁ କୁହାଗଲା ଯିଏ ଯେଉଁଠି ଅଛ ସେଠାରେ ରୁହନ୍ତୁ। କୋଭିଦ-୧୯ ମହାମାରିରୁ ନିଜକୁ ଏବଂ ଦେଶକୁ ସୁରକ୍ଷା ଦେବାକୁ। ଆବଶ୍ୟକ ଥିଲା।ପରବର୍ତ୍ତି ଦୃଶ୍ୟ ଥିଲା ବିଦାରକ। ପ୍ରବାସୀ ଶ୍ରମିକମାନେ ନିଜ ନିଜ ଗାଁକୁ ବାହାରିଲେ। କିଏ ଚାଲିଚାଲି ତ କିଏ ସାଇକଲରେ। କୋଟି ସଂଖ୍ୟାରେ ସମଗ୍ର ଦେଶର ରାଜରାସ୍ତାରେ… Continue Reading →
ଜିତୁ ମୁଣ୍ଡା, ଅନ୍ତଃରାଷ୍ଟ୍ରୀୟ ବେପାରର ଖନନ ଭୂମୀ କେଉଁଝର ଜିଲ୍ଲା, ପାଟଣା ବ୍ଲକ ଡିଆନାଲି ଗାଁରେ ରହୁଥିବା ଜଣେ ଆଦିବାସୀ। ଜିତୁ ମୁଣ୍ଡା ନାମକ ଏହି ବ୍ୟକ୍ତି ଜଣକୁ ରାଷ୍ଟ୍ରର ନାଗରିକ ନ କହି ଆଦିବାସୀ କହିବା ଉଚିତ ହେବ। କାରଣ ରାଜ୍ୟରେ ଏହି ସମୟ ମଧ୍ୟରେ ଏମିତି କିଛି ଘଟଣା ଘଟି ଯାଇଛି, ଯେଉଁଥିରେ ଆଦିବାସୀ… Continue Reading →
© 2026 jariaa.com