ଦାଦନ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ପ୍ରବାସୀ ଶ୍ରମିକଙ୍କ ପାଇଁ ୧୯୭୫ ମସିହାରେ ଆଇନ ପ୍ରସ୍ତୁତ କରିଥିଲା। ଏହାପରେ ୧୯୭୯ ମସିହାରେ ଭାରତରେ ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ ଓ ନିୟନ୍ତ୍ରଣ ଆଇନ ତିଆରି ହୋଇଥିଲା। ରାଷ୍ଟ୍ରୀୟ ସ୍ତରରେ ତିଆରି ଆଇନର ମୁଖବନ୍ଧରେ ଲେଖା ଯାଇଛି ଓଡ଼ିଶାର ପଶ୍ଚିମ କ୍ଷେତ୍ରରୁ ଠିକାଦାର ଖାତାଦାର ନାମରେ ଶ୍ରମିକ… Continue Reading →
୧୯୬୫ ବଡମକାର ଏକ କେନ୍ଦ୍ରବିନ୍ଦୁ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ବିଷୟରେ ଡ. ଫଣୀନ୍ଦମ ଦେଓଙ୍କ ଆଲୋଚନା ବିସ୍ତାର ସହ ଉଲ୍ଲେଖ କରାଯାଇ ଅଛି। ଗଡ଼ଜାତ ପରେ କୋରାପୁଟ ଜିଲ୍ଲା ଜୟପୁର ରାଜ୍ୟ ଅନ୍ତର୍ଗତ ଥିଲା। କୋୟାତୁର ଓ ମୟାତୁର ସଭ୍ୟତା ହେଉଛି ଆଦିବାସୀ ସଭ୍ୟତା। ଯାହା ଗୁମ୍ଫା ଏବଂ କୃଷି ଆଧାରିତ… Continue Reading →
କେବିକେ ଜିଲ୍ଲା କେତୋଟି ମୁଖ୍ୟ ଘଟଣା ଅବିଭାଜ୍ୟ କଳାହାଣ୍ଡି, ବଲାଙ୍ଗୀର, କୋରୋପୁଟ କେବିକେ ଜିଲ୍ଲା ଓ ବରଗଡ଼ ଜିଲ୍ଲାର ପଦମପୁର ଅଞ୍ଚଳ ହେଉଛି ଦାଦନ ପ୍ରକରଣର ମୂଳ ଅଞ୍ଚଳ। ଭୌଗଳିକ ଦୃଷ୍ଟିରୁ ବିଚାର କଲେ ପୂର୍ବଘାଟ ପର୍ବତମାଳାର ଅଂଶ ହୋଇଥିବା ହେତୁ ଜମି ଗୋଟିଏ ପଟକୁ ଢାଳୁ ରହିଥାଏ। ୧୨୦୦ ମି.ମି ରୁ ୧୩୭୮ ମି.ମି… Continue Reading →
ସହିଦ ମୋହନ ମାଝୀ ସପାଙ୍ଗଗାଡ଼ା (ଜନମ ଗାଡ଼)ରାଜତନ୍ତ୍ର ରାଜସ୍ୱ ସଂଗ୍ରହ ପାଇଁ ଭୌଗଳିକ ସ୍ଥତି ଅନୁସାରେ କନ୍ଧ ସମ୍ପ୍ରଦାୟକୁ ମୂଖ୍ୟତଃ ତିନି ଜାତିରେ ବିଭାଜନ କରିଥିଲେ। ଯଥା କୁଟିଆ ବା ଡଙ୍ଗରିଆ କନ୍ଧ, ପରଜା କନ୍ଧ ଓ ଦେଶିଆ କନ୍ଧ। ପରବର୍ତ୍ତି ସମୟରେ ବ୍ରାହ୍ମଣୀୟ ଜାତି ବ୍ୟବସ୍ଥା ବହୁଧା ଜାତିରେ କନ୍ଧ ସମ୍ପ୍ରଦାୟକୁ ବିଭାଜିତ କଲେ।ସାପାଙ୍ଗଗାଡ଼ା… Continue Reading →
ମେରିଆ ଏଜେନ୍ସି ଓ ସାଂସ୍କୃତିକ ଦମନ ଆମକୁ ପଢା ଯାଇଥିବା ଇତିହାସ ଅନୁସାରେ ମେରିଆ ପ୍ରଥା ଆଦିବାସୀଙ୍କ ସାଂସ୍କୃତିକ ପରମ୍ପରା ଅଟେ। ଯେଉଁ ପ୍ରଥାରେ ମେରିଆ ନାମରେ ନରବଳୀ ଦିଆଯାଏ। ଯେହେତୁ ନରବଳୀ ଅମାନବୀୟ ଏବଂ ଆସୁରିକ କାର୍ଯ୍ୟ ଏହାକୁ ଶାସନ ବିରୋଧ କରେ। ପ୍ରକାରାନ୍ତେ ଶାସନ ଆଦିବାସୀ ସମାଜକୁ କୃର ଓ ହିଂସ୍ରକ ସମାଜ… Continue Reading →
ସଡକ ପରିବହନ ଜଳପଥ ପରିବହନ ସମୟ ପୂର୍ବରୁ ସଡକପଥ ପରିବହନର ଗୁରୁତ୍ୱ ରହି ଆସିଅଛି। ମଣିଷ ପ୍ରଜାତି ବିସ୍ତାରିତ ହେବାପରେ ପରସ୍ପର ସମ୍ପର୍କ ଓ ନିଜର ଆବଶ୍ୟକତା ପୁରଣ ପାଇଁ ଗମନାଗମନ ଓ ପରିବହନର ବିକାଶ ହେଲା। ଅଧ୍ୟୟନ କହେ ମଣିଷ ପ୍ରଥମେ ନିଜର ପିଠି, ମୁଣ୍ଡ ଓ କାନ୍ଧରେ ବୋହି ମାଲ ପରିବହନ କରୁଥିଲା।… Continue Reading →
ସାମୁଦ୍ରିକ ବାଣିଜ୍ୟ ଓଡ଼ିଶାର ବାଣିଜ୍ୟିକ ଇତିହାସ ଆଲୋଚନା କଲେ ସାମୁଦ୍ରିକ ବାଣିଜ୍ୟର ସ୍ମୃତି ବହନ କରୁଥିବା ଅନେକ ଉତ୍ସବ ପୁରପଲ୍ଲୀରେ ପାଳିତ ହୋଇଥାଏ। ବାଲିଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପ୍ରମୁଖ ପାରମ୍ପାରିକ ପର୍ବ ଅଟେ। ବାଲିଯାତ୍ରା ନୌବାଣିଜ୍ୟ ସହ ଯୋଡି ହୋଇଥିବା ଏକ ପ୍ରମୁଖ ଯାତ୍ରା, ଯାହା ବର୍ତ୍ତମାନ ରାଜ୍ୟ ସରକାର ମହା… Continue Reading →
ଡ ଫଣୀନ୍ଦମ ଦେଓଙ୍କ ଅଧ୍ୟୟନରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରକୁ ପ୍ରଥମେ ମରାଠାମାନେ ଅଷ୍ଟାଦଶ ଶତକର ଶେଷ ବେଳକୁ ଆଗମନ କରିଥିଲେ। ଏହାପରେ ଇଂରେଜମାନଙ୍କ ଆଗମନ ହୋଇଥିଲା। ଇଂରେଜମାନେ ୧୮୧୮ ମସିହାରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରକୁ ନିଜ ଶାସନାଧିନ କରି ପାରିଥିଲେ। ଡ ଦେଓଙ୍କ ଅନୁସାରେ…ଓଡିଶାରେ ଉନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରୁ ସମାଜର ବିଭିନ୍ନ ସ୍ତରର ବ୍ୟକ୍ତି,… Continue Reading →
ଇତିହାସ ଅବଲୋକନ ମାନବ ସଭ୍ୟତାକୁ ଗତିଶିଳ କରିବା ମୂଳରେ ଯେଉଁ କାରଣ ରହିଛି ତାହା ହେଉଛି ‘ପ୍ରବାସ’। ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟୟନ ହୋଇଥିବା ନିସ୍କର୍ଷମାନଙ୍କ ମଧ୍ୟରୁ ମାନବ ଇତିହାସ ବେଶ ସଂଘର୍ଷପୂର୍ଣ୍ଣ ହୋଇ ଆସିଅଛି। ପରିବର୍ତ୍ତିତ ପରିସ୍ଥିତିରେ ଆମର ପୂର୍ବଜ ବାନର ପ୍ରକୃତିର ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମଣ କରି ଆସିଅଛି। ବର୍ତ୍ତମାନ ଆମର ସତ୍ତା ସେହି… Continue Reading →
ଉପକ୍ରମ ପଶ୍ଚିମ କ୍ଷେତ୍ର ମୁଖ୍ୟତଃ ଅବିଭାଜ୍ୟ ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା ଓ ବରଗଡ଼ ଜିଲ୍ଲାର ପଦମପୁର ଉପଖଣ୍ଡରୁ ଲକ୍ଷାଧିକ ପୁରୁଷ ଓ ମହିଳା ପରିବାର ସହ ଭାରତର ଦକ୍ଷିଣ ରାଜ୍ୟକୁ ଜୀବିକା ପାଇଁ ଯାଇଥାନ୍ତି, ଯେଉଁମାନଙ୍କୁ ଦାଦନ (୧) କୁହାଯାଏ। ଦାଦନର ଅଭିଧାନିକ ଅର୍ଥ କୌଣସି କାମ ଅଥବା ଶାରିରୀକ ଶ୍ରମ ପାଇଁ ପ୍ରତିଶୃତିବଦ୍ଧ ହେବା… Continue Reading →
© 2026 jariaa.com