ଗଡ଼ଜାତ ମିଶ୍ରଣ ସରିଲା। ଜନମାଁ ବିଧବା ହେବାଟା କିଛି ବର୍ଷର ପୁରୁଣା ହୋଇ ସାରିଥିଲା। ଆଦିବାସୀ ଗଉନ୍ତିଆ ୩୬୫ ଏକର ଜମି। ଜୀବନ ତମାମ ତା’ର ଗୋଟିଏ କଥା, “ଦିନେକେ ଏକରେ ଖାଏମି ଆରୁ ଖୁଆମି”। ଅର୍ଥାତ ଗୋଟିଏ ଏକର ଜମିର ଆୟ ଦିନକରେ ଖର୍ଚ୍ଚ କରିବ; ପରିବାର ଓ ପ୍ରଜା ଲାଗି। ଏତିକି ଥିଲା… Continue Reading →
(କୋଶଲୀ ଭାଷାରେ ଗରା ଓ ଚରା ଦୁଇଟି ଶବ୍ଦ, ଯାହାର ଅର୍ଥ ହେଲା ଶିକାରକୁ ପ୍ରଲୋଭିତ କରିବା ପାଇଁ ଯେଉଁ ଚାରା ଦିଆଯାଏ ସେ ଚାରା ସଶ୍ୟ ଆଦି ହୋଇଥିଲେ ତାହାକୁ ଚରା କହନ୍ତି। ଚରା, ଅନ୍ନ ଓ ଭୋଜନ ଅର୍ଥରେ ବ୍ୟବହାର ହୋଇଥାଏ। ସଶ୍ୟ ବଦଳରେ କୌଣସି ଜୀବନ୍ତ ପ୍ରାଣୀକୁ ରଖିଲେ ତାହାକୁ ଗରା… Continue Reading →
© 2026 jariaa.com