Category Current events

ଖଲିଆପାଲି ଗାଁର ଗୁଣନିଧି

ଗତ ୧୭ ଜୁଲାଇ ଦିନର ଏକ ବର୍ବର ଘଟଣାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାହେଲା। ତା ପରଦିନ ଖବରକାଗଜମାନଙ୍କରେ ଏକ ସ୍ଥାନୀୟ ଖବର କ୍ରମରେ ଖବର ପ୍ରକାଶ ପାଇଲା। ପୋଖରୀର ଗାଧୋଇଲା ବୋଲି ୧୫ ବର୍ଷର ଜଣେ ଦଳିତ କିଶୋରକୁ ସବର୍ଣ୍ଣମାନେ ପିଟିପିଟି ହତ୍ୟା କରିଛନ୍ତିି। ଅନେକ ବୁଦ୍ଧିଜୀବୀ ଘଟଣାର ନିନ୍ଦାକଲେ। ସରଜମିନ ତଦନ୍ତ ନକରି… Continue Reading →

କପା ନଙ୍ଗଲ ଓ ଏହାର ଉଦ୍ଭାବକର କାହାଣୀ

ଦେଶ ସମେତ ଆମେରିକା, ଋଷିଆ, ଚୀନ, ବ୍ରାଜିଲ, ମିଶର, ପାକିସ୍ଥାନ, ତୁର୍କୀ, ମେକ୍ସିକୋ ଏବଂ ସୁଦାନରେ ମୂଖ୍ୟତଃ କପାଚାଷ ହୁଏ। ଭାରତ କପା ଉତ୍ପାଦନରେ ପୃଥିବୀରେ ଦ୍ୱିତୀୟ। ଖ୍ରୀ.ପୂ ଦୁଇ ହଜାର ବର୍ଷତଳେ ଭାରତରେ କପାଚାଷ ହେଉଥିବା ଜଣାଯାଏ। କ୍ଷେତ୍ରଫଳ ଦୃଷ୍ଟିରୁ ଭାରତରେ ସର୍ବାଧିକ କପା ଚାଷ ହେଉଥିଲେ ମଧ୍ୟ ଉତ୍ପାଦନରେ ଆମ ଦେଶର ସ୍ଥାନ… Continue Reading →

ବଣ୍ୟଜନ୍ତୁ ଓ ମଣିଷ

ନିକଟଅତୀତରେ ବଣ୍ୟଜନ୍ତୁ ଓ ମଣିଷ ମୁହାଁମୁହିଁ ହେବାର ଘଟଣା ଅନେକ ଘଟି ସାରିଛି। ବଣ୍ୟଜନ୍ତୁ ଆକ୍ରମଣରେ ଅନେକ ମୃତାହତ ହେବାର ଅନେକ ଘଟଣା ଦର୍ଜ ହୋଇ ସାରିଛି। ଏହା କୌଣସି ନୂଆ କଥା ନୁହଁ କିନ୍ତୁ ଇତିହାସ ଦେଖିଲେ ରାଜା ମହାରାଜାଙ୍କ ସଉକ ବ୍ୟତୀତ ସାଧାରଣ ଲୋକଙ୍କ ଗୋଟିଏ ସର୍ବମାନ୍ୟ ବ୍ୟବହାର ଥିଲା। ଶୀକାର ଖେଳିବା… Continue Reading →

କୁଦଲା: ଜଣେ ହୃତା ଦଳିତର ଉପାକ୍ଷାନ

ଅଗଷ୍ଟ ୧୧ ତାରିଖ, ୨୦୨୧ ମସିହା ଦିନ ସଂଧ୍ୟା ପାଖାପାଖି ୬ ଘଣ୍ଟା ୩୦ ମି. ହେବ; ଆମ ମୂଖ୍ୟମନ୍ତ୍ରୀଙ୍କ ବିଧାନସଭା ନିର୍ବାଚନ ମଣ୍ଡଳୀର ଗୋଟିଏ ଗାଁ କୁଦଲା। ଏହି ଗାଁରେ ପ୍ରାୟ ୩୦୦ ଭୋଟର ରହନ୍ତି। ଉଚ୍ଚବର୍ଗର ତିନି ପରିବାର ସହ ଆର୍ଥିକ ପଛୁଆ ବର୍ଗର ସତୁରି ପାଖାପାଖି ପରିବାର। ଏମାନଙ୍କ ମଧ୍ୟରେ ସାଧାରଣ… Continue Reading →

ଭୀମ ପରାଭୁଏ

ଛତରଡ଼ାଣି; ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକକୁ ଆବୋରିଥିବା ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଖଳାର ଗୋଟିଏ ପର୍ବତସଂଘ। ଅଞ୍ଚଳର ମୌସୁମୀ-ରୋଧକ (ସ୍ଥାନୀୟ ଭାଷାରେ ଭଣାରଘର); ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ଅଧିକାଂଶ ଦୈବୀ ପିଠକୁ ଛତ୍ରଦଣ୍ଡ ଯୋଗାଉଥିବା ଏକମାତ୍ର ମାନ୍ୟ ପର୍ବତ। ପର୍ବତଟି ଗୋଟାପଣେ ଦେବୀ! ଘଞ୍ଚଜଙ୍ଗଲ, କୋଡ଼ିଏ ବର୍ଷତଳେ ବାଘର ଭୟ ଥିଲା। ବିଗତ… Continue Reading →

ଦାନ ମାଝୀ

କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକ, ସମୁଦ୍ର ପତନରୁ ୭୨୩ ମିଟର ଉଚ୍ଚ ଏହି ପାହାଡ଼ ଓ ଘଞ୍ଚଜଙ୍ଗଳ ଘେରା ଅଞ୍ଚଳର ନାକରୁଣ୍ଡି ଗ୍ରା.ପରୁ ଛଅ କିଲୋମିଟର ଗଲେ ପଡ଼େ ବାଜିଙ୍ଗଦର ପାହାଡ଼ି ନଈ; ତା’ସେପଟେ ଛୋଟ ଡୁଙ୍ଗରୀ ଯାହା ଉପରେ ଅଛି ମେଳଘରା ୬୨ ପରିବାର ରହୁଥିବା ଏକ ଆଦିବାସୀ ଗାଁ। ଦାନ ମାଝୀ… Continue Reading →

ଜଙ୍ଗଲନାମା

ଭାନୁ ମାଝୀ ଜଣେ ସିଆନ ସିଆଲମାଲ ଗାଁର। ଗାଁଟି ରାଜସ୍ୱ ଖାତାରେ ଚଢ଼ି ନାହିଁ। ଜଙ୍ଗଲବିଭାଗ ଲୋକଙ୍କ ସହ ସଂଘର୍ଷ ହୋଇଗଲା। ଗାଁ ତିନୋଟି ପଡ଼ାର ଷାଠିଏ ପରିବାରଙ୍କ ନିକଟରେ ବିକଳ୍ପ ନ ଥିଲା। ପାହାଡ଼ ଧସିଗଲାରୁ ସେମାନେ ତଳକୁ ଆସି ସିଆଲମାଲ ଗାଁ ବସେଇଲେ। ପୋଲିସ ଓ ଜଙ୍ଗଲ ବିଭାଗର ଫୌଜ ଆସି ଗାଁ… Continue Reading →

ସୁକତେଲର ସୁଖଦୁଃଖ

ଆଠଶହ ବର୍ଷ ପୂର୍ବର କଥା। ସାତ ଭଉଣୀ ଓ ଆଠ ମଲ୍ଲୀକର ପୃଥିବୀକୁ ଜଣେ ରାଣୀ ଓ ତାଙ୍କ ରାଜପୁତ୍ର ଆସିଲେ। ଜଣେ ବ୍ରାହ୍ମଣ ଦେବତା ଦୁଇ ମା’ପୁଅଙ୍କୁ ଆଶ୍ରା ଦେଲେ। ପୁଅ ଛେଳୀ ଚରାଏ, ପୁଅ ନିକଟରେ ରାଜକଳା ଦେଖି ବ୍ରାହ୍ମଣ ତାଙ୍କୁ ରାଜା କରିବାକୁ ମନସ୍ତ କଲେ। ରାଜପୁତ୍ର ଯୁବକ ହେଲା। ଏହି… Continue Reading →

ଦଶମତୀ ପହରିଆର ଗାଁ : ନଙ୍ଗଲଘାଟ

ମାର୍ଚ୍ଚ ୬ ତାରିଖ ୨୦୨୦ ଦିନ ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ଗାଳ୍ପିକ ଭୀମ ପୃଷ୍ଟି, ଯୁବ ଗାଳ୍ପିକ ଆଦିତ୍ୟେଶ୍ୱର ମିଶ୍ର ଏବଂ ନଙ୍ଗଲଘାଟ ପହରିଆ ସମସ୍ୟା ଉପରେ ବିବାଦର କେନ୍ଦ୍ର ହୋଇଥିବା ସାମ୍ବାଦିକ ଖୁଟୁରାମ ସୁନାନୀଙ୍କ ସହ ନଙ୍ଗଲଘାଟ ଯିବାର ସୁଯୋଗ ମିଳିଲା। ୨୦୦୭ ମସିହା ମଇ ୨୭, ୨୮ ଏବଂ ୨୯… Continue Reading →

ମାଳି ପାହାଡ଼ର ଦୁଃଖ

ଚଳନ୍ତି ସମୟର ଘଟଣାବଳୀ ମାନଙ୍କରେ ଅନେକ କାହାଣୀ ଅଛପା ରହିଯାଏ। କୋରାପୁଟ ତହି ମଧ୍ୟରୁ ଗୋଟିଏ। ଅପରୁପ ସୌନ୍ଦର୍ଯ୍ୟର ଏକ ମନୋରମ ପୃଥିବୀ। ଆମେ ତାର ଇତିହାସକୁ ରାଜା ବା ପୁରାଣ ଆଧାରରେ ମାପିଥାଉ। କିନ୍ତୁ କୋରାପୁଟର ଇତିହାସ କଥିତ ଐତିହାସିକ ଯୁଗ ଆରମ୍ଭର ହଜାର ହଜାର ବର୍ଷ ପୁରୁଣା ଏକ ଉନ୍ନତ ସଭ୍ୟତା ଥିଲା।… Continue Reading →

« Older posts Newer posts »

© 2026 jariaa.com

error: Content is protected !!