Category Current events

ଥରେ ନୁହଁ, ଦୁଇଥର ବିସ୍ଥାପନ!

ହୀରାକୁଦ ଜଳଭଣ୍ଡାର, ୨୮୫ ଗୋଟି ଗାଁ (ଓଡ଼ିଶା-୨୪୯ ଓ ବର୍ତ୍ତମାନ ଛତିଶଗଡ଼ର ୩୬ ଗୋଟି ଗାଁ)ର ୨୬,୫୦୧ପରିବାରକୁ ବିସ୍ଥାପିତ କରି ରାଜ୍ୟର ଗର୍ବ ଓ ଗୌରବ ହୋଇ ରହିଅଛି। ୧.୮୩ ଲକ୍ଷ ଏକର ଜମି ଓ ୧.୨୩ ଲକ୍ଷ ଏକର ଚାଷଜମି ଜଳଭଣ୍ଡାର ଗର୍ଭରେ ରହିଅଛି। ଜଳଭଣ୍ଡାରର ବୁଡ଼ି ଅଞ୍ଚଳରୁ ୫୦ ହଜାର ପରିବାରକୁ ବିନା… Continue Reading →

ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ

ବର୍ତ୍ତମାନ ସାମାଜିକ ଜୀବନ ଜଞ୍ଜାଳମୟ ହାଇସାରିଛି। ଅନେକ ମିଥ୍ୟା ମୋକଦ୍ଦମା ବି ହୋଇଥାଏ। ଧାରା ୩୩୮ CRPC (ଅପରାଧ ଦଣ୍ଡ ସଂହିତା) ବଳରେ ଜଣେ ନିଜକୁ ନିର୍ଦ୍ଦୋଷ ଭାବିଲେ ଅଗ୍ରୀମ ଜମାନତ ପାଇଁ ଆବେଦନ କରିପାରିବ। ଆମ ରାଜ୍ୟରେ ଅଗ୍ରୀମ ଜମାନତ କେବଳ ଉଚ୍ଚ ନ୍ୟାୟାଳୟରୁ ମିଳିଥାଏ। ଆମ ରାଜ୍ୟ ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ… Continue Reading →

ପରମେଶ୍ୱରର କରୁଣ ପୃଥିବୀ

ଗୋଟିଏ କୃଷକ ପରିବାର। ତା’ର ଦୈନନ୍ଦିନ ଜୀବନ ତାଲିକାରେ ଅନେକ ଛୋଟବଡ଼ ଆବଶ୍ୟକତା। ଏହି ଆବଶ୍ୟକତାକୁ ପୁରା କରିବା ପାଇଁ ଜମିରେ କାମ କରିବ। ଏ ଜମିଟି ନିଜର।ଏମିତି ନିଜର ଜମିରେ ଚାଷ କରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବାଲକର ପରମେଶ୍ୱର ପ୍ରଧାନ। ଦୁଇଟି ପୁଅ ଓ ଗୋଟିଏ ଝିଅର ସଂସାର। ଚାରି ଏକର ଜମି।… Continue Reading →

ମାଇକ୍ରୋ ଫାଇନାନ୍ସର ଅକୁହା ବେଦନା

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ର କଲ୍ୟାଣୀ ବାଗ। ସ୍ୱାମୀ ଓ ଦୁଇପୁଅ ନେଇ ପରିବାର। ସ୍ୱାମୀ ଦିନ ମଜୁରିଆ। ମଝିରେ ମଝିରେ ରାୟପୁର ଯାଏ। ରିକ୍ସା ଚଳେଇ ପରିବାରର ଯାନିଯାତ୍ରାକୁ ସମ୍ଭାଳି ନିଏ କଷ୍ଟେମଷ୍ଟେ। ଦୁଇପୁଅ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ବାସ୍ ଖଟଣି କେବଳ ଖାଇବା ଯୋଗାଡ଼ କରିବାକୁ। ସ୍ୱପ୍ନ ଓ ସମ୍ଭାବନାଠୁ… Continue Reading →

ବନୌଷଧି ବିଚାର

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ପୃଥିବୀର ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ପାରମ୍ପାରିକ ଔଷଧି ମୁଖ୍ୟତଃ ବନୌଷଧି ଉପଚାର ନେଇଥାନ୍ତି। ବିଶ୍ୱରେ ଚୀନର ପାରମ୍ପାରିକ ଚିକିତ୍ସା ସବୁଠାରୁ ବେଶି ଲୋକପ୍ରୀୟ ଏହା ପରକୁ ରହିଛି ଭାରତୀୟ ଚିକିତ୍ସା ବା ଆୟୁର୍ବେଦ। ବିଶ୍ୱର ସବୁଠାରୁ ବଡ ସଂଖ୍ୟାର ଲୋକେ ପାରମ୍ପାରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ଏହି… Continue Reading →

ସୁଖବାସୀ

-ନବୀନ ପଟ୍ଟନାୟକ ଭଲ ଲୋକ ନେଇସେ ଆଜ୍ଞା!-କେନ୍ତା?-କଂଗ୍ରେସିଏ ବୁପରେକେ ଖୋବ ମାଡ଼ ଦେଇଦେଲେ।-କିଏ କହେଲା?-କିଏ ଆର କହେବା ଆଜ୍ଞା! ତମେ ବି ବେଡ଼ା ହଉଛ ତା’ଲ ଜେ ! ନେଇ ମାଡ଼ ହେଇଥିଲେ କଂଗ୍ରେସିଏ ଏନ୍ତ ତୁଡ଼େ ବନ୍ଦ କରତେ କେଁ ଦେଶ କେ।ବାସ୍‌! ଏତିକି ସରଳ ଆମ ଗାଁ ଲୋକମାନେ। ପବନ ଦେହରେ ବାଜିଲେ… Continue Reading →

ଧାନ

ଆଜିଠୁ ୧୪ ଶହ କୋଟି ବର୍ଷ ପୂର୍ବେ ଅଣୁଠାରୁ ବି କ୍ଷୁଦ୍ର ଏକ କଣିକାର ବିସ୍ଫୋରଣ ହୁଏ। ସେକେଣ୍ଡର କୋଟି କୋଟି ଭାଗରୁ କମ ସମୟରେ ବ୍ରହ୍ମାଣ୍ଡ ବିସ୍ତାର ହୋଇଯାଏ। ଏହାର ୩୦ କୋଟି ବର୍ଷ ପରେ ମାଧ୍ୟାକର୍ଷଣ ଅଣୁ ଏବଂ ଗ୍ୟାସକୁ ସଂଗଠିତ କରେ। ଉତ୍ତାପ ଉଦଜାନ ତିଆରି କରେ ଏବଂ ଉଦଜାନ ଉତ୍ତାପର… Continue Reading →

ଓଡ଼ିଆ ଅସ୍ମିତା ଓ ତୀବ୍‌ବତୀୟ ସଂଘର୍ଷ

ଗତ ୨୦୨୪ ନିର୍ବାଚନରେ ଓଡ଼ିଶାରେ ଅସ୍ମିତା ଶବ୍ଦର ରାଜନୀତିକ ପ୍ରୟୋଗ ଓ ଏହାର ସଫଳତା ଓଡ଼ିଶା ଦେଖିଛି। ଅବଶ୍ୟ ଏହାଏକ ପ୍ରହେଳିକା ଥିଲା ଅପରନ୍ତୁ ଓଡ଼ିଶାର ଅର୍ଥନୀତି, ଦର୍ଶନ, ସାମାଜିକ ପରିବର୍ତ୍ତନ, ସମ୍ପଦା ଓ ଅନ୍ୟ କ୍ଷେତ୍ରରେ ଓଡ଼ିଆଙ୍କ ନିୟନ୍ତ୍ରଣ ଢିଲା ହୋଇ ଆସିଥିବା ସମସ୍ତେ ଜାଣନ୍ତି। ରାଧାନାଥ ରାୟ ନିଜର ଚିଲିକା କାବ୍ୟରେ ପ୍ରଥମେ… Continue Reading →

ଗୁଣଧର

ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ଓ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସୀମା। ରାୟପୁର-ଗୋପାଲପୁର ଜାତୀୟ ରାଜପଥକୁ ଲାଗିଥିବା ଅବା ଅନତିଦୂରରେ ଥିବା ଗାଁ ମାନଙ୍କର କିଛି ଘଟଣା ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଟାଣି ଆଣିଛି। ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୬୫ ବଡ଼ମକାର ପରିସ୍ଥିତି ଦେଖି ଆସିଥିଲେ। ଶ୍ରୀ ରାଜୀବ ଗାନ୍ଧୀ ୧୯୮୫ ବହୁ ଚର୍ଚ୍ଚିତ… Continue Reading →

କୋଶଲରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

୧୯୩୬ ଏପ୍ରିଲ, ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା। ସମଗ୍ର ଓଡ଼ିଶାରୁ ସ୍ୱତନ୍ତ୍ର ପ୍ରଦେଶ ସଂଗ୍ରାମ ପାଇଁ ଯେଉଁ ଆନ୍ଦୋଳନ ଚାଲିଥିଲା ସମ୍ବଲପୁର ହିଁ ପ୍ରଥମେ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବାର ଅଗୁଆଳ କରିଥିଲା। ସ୍ୱତନ୍ତ୍ର ପ୍ରଦେଶ ଗଠନ ସଂଗ୍ରାମରେ ପ୍ରଥମ ମଙ୍ଗୁଆଳ ସମ୍ବଲପୁର ହିଁ… Continue Reading →

Newer posts »

© 2026 jariaa.com

error: Content is protected !!