ଗତ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ସମସ୍ତେ ନିଜ ନିଜର ପ୍ରଚାରରେ ଲାଗିଥାନ୍ତି। ବନ୍ଧୁ ରିତେଶ କୁମାର ଦାସଙ୍କ ସହ ପାଟଧରା ଗାଁମାନଙ୍କୁ ଗଲୁ। ପୂର୍ବରୁ ପଞ୍ଚାୟତ ଦାବୀରୁ ଏବଂ ମାଓବାଦୀଙ୍କ ଭୟରୁ ଭୋଟ ଦେଉ ନଥିବା ପାଟଧରା ଅଞ୍ଚଳରେ ଗୋଟିଏ କଥା ଲକ୍ଷ କଲି। ସେଠାକାର ଲୋକେ ପ୍ରାର୍ଥୀଙ୍କ ସହ ତାଙ୍କ ସମ୍ପର୍କ କେତେ… Continue Reading →
ଗଉର ବା ଗଉଡ ଜାତିର ପ୍ରାଚୀନତା ଉପରେ କୌଣସି ପ୍ରଶ୍ନ ହିଁ ନାହିଁ। ଗଉଡ ଜାତି ପଶୁପାଳନ ବା ଗୋପାଳନ କରି ଭାରତ ଭୂଖଣ୍ଡର ଅର୍ଥନୀତିକୁ ବେଶ ସମୃଦ୍ଧ କରିଥିଲେ। ଗଉଡ ଜାତି ବୈଶ୍ୱିକ ସ୍ତରରେ ଯାଦବ ବା ଅହିର ଜାତି ଭାବରେ ପରିଚିତ ହୁଅନ୍ତି। ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରେ ଗଉଡ ଜାତି… Continue Reading →
ମାଟ୍ରିକ ପରୀକ୍ଷା ପୂର୍ବର କଥା। ନୂଆପଡ଼ା ଜିଲ୍ଲା ଶିକ୍ଷା ବିଭାଗ ଜାଣିଲା ଯେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହୁଛନ୍ତି। ଚୁଲାଭାଟ ସ୍କୁଲର ପ୍ରଧାନ ଶିକ୍ଷକଙ୍କ ଉଦ୍ୟମ କ୍ରମେ ଭଇଁଷାଦାଦର ଗାଁର ଜଣେ ଦାଦନ ଛାତ୍ରୀଙ୍କୁ ତାର କାର୍ଯ୍ୟସ୍ଥଳୀରୁ ଆଣି ପରୀକ୍ଷା ଦେବାର ବ୍ୟବସ୍ଥା କରାଗଲା। ୫ ଜଣରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରବାସରୁ… Continue Reading →
ଏକଦା ପିଆଜର ଦରବୃଦ୍ଧି କାରଣରୁ ତିନୋଟି ରାଜ୍ୟରେ କଂଗ୍ରେସ ନିର୍ବାଚନ ହାରି ଯାଇଥିଲା। ନିର୍ବାଚନ ହାରି ଯିବାଟା ବଡକଥା ନୁହେଁ। ହାର ଜିତ ଅବଧାରିତ। କିନ୍ତୁ କେଉଁ କାରଣ ଯୋଗୁଁ ହାରିଲେ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ କଥା। ଏହାପରେ ପରିବା ପ୍ରସଙ୍ଗ ଏକ ପ୍ରମୁଖ ଖବର ହୋଇ ଆସୁଅଛି। ଓଡ଼ିଶା ମଧ୍ୟ ଏହି ଧାରାରୁ ଅଛୁତ… Continue Reading →
ପଞ୍ଚାୟତ ନିର୍ବାଚନ ବେଳେ ଗଉନ୍ତିଆ ସରପଞ୍ଚ ପ୍ରାର୍ଥି ହେଲେ। ନରିହା ଜମା ଭୋଟ ଦେଲେ ଗଉନ୍ତିଆ ସରପଞ୍ଚ ହେବା ସୁନିଶ୍ଚିତ, ବାକି ଜାତିର ଲୋକେ ଠିକ ଅଛନ୍ତି, ଗଉନ୍ତିଆକୁ ସାଧ୍ୟମତେ ଦେବାର ପ୍ରତିଶୃତି ଦେଇ ସାରିଛନ୍ତି। ସରପଞ୍ଚ ଭୋଟ କିଏ କାହାକୁ ଦେଇଛି ଜାଣିହୁଏ ଲୋକଙ୍କ ହାବଭାବରୁ। ନିର୍ବାଚନ ଦୁଇମାସ ବେଶ ଚର୍ଚ୍ଚାହୁଏ କିଏ କାହିଁକି… Continue Reading →
ତୁମର ଦ୍ୱିତୀୟ ସ୍ୱର୍ଗ ନିର୍ମାଣ ପାଇଁ ଆମର ପୃଥିବୀକୁ ଲୁଟିବାର ଅଧିକାର ତୁମକୁ କିଏ ଦେଲା?କେବଳ ପ୍ରାକୃତିକ ସମ୍ପଦାରେ ନୁହେଁ ମାନବୀୟ ସହଜାତ ଅଧିକାରର ମଧ୍ୟ ଲୁଟ କରା ଯାଉଅଛି।ପ୍ରବାସ ପାଇଁ ଯେଉଁ ପ୍ରଥମ ପାଦ ମଣିଷର ଉଠିଲା ସେତେବେଳେ ସେ ପାଦ ବାନରତ୍ୱକୁ ଛାଡିଦେଲା। ବାନରତା ସହ ସୃଷ୍ଟି ପ୍ରାରମ୍ଭରୁ ରଚିତ ହୋଇଥିବା ସମଗ୍ର… Continue Reading →
କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହାରିଗଲେ ନିଶ୍ଚିତ ଏକ ରୋଚକ ଖବର। ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଉପରେ କେହି ସନ୍ଦିହାନ ନୋହୁଁ। ତାହାଙ୍କୁ କିଏ ହରେଇଲେ ଏହା କଦାଚିତ ରାଜନୀତିକ ପ୍ରଶ୍ନ ନ ହୋଇ ସାମାଜିକ ପ୍ରଶ୍ନ ହେବାକଥା। କାହିଁକି ସାମାଜିକ ପ୍ରଶ୍ନ ହେବାକଥା ତାର କାରଣ ହେଲା ନବୀନ ପଟ୍ଟନାୟକଙ୍କ ଭଳି… Continue Reading →
ଭାରତକୁ ରେଳପଥ ଆସିବା ପୂର୍ବରୁ ସଡକ ଓ ନଦୀ ହିଁ ଥିଲା ଯୋଗାଯୋଗ ଓ ପରିବହନର ଆଧାର। ମାନବ ପ୍ରଜାତି ସମସ୍ତ ଭୂଗୋଳକୁ ବିସ୍ତରୀ ଯିବାର ଇଚ୍ଛା ହିଁ ତାକୁ ଜୀବଜଗତରେ ଅଗ୍ରଣି କରି ରଖିଛି। ଏଇଥିପାଇଁ ସ୍ଥାନାନ୍ତରଣ ହିଁ ମାଧ୍ୟମ। ଏହା ହିଁ ଯାତ୍ରାର ଆରମ୍ଭ। ଏହି ଦିନୁ ପଥ ର ଇତିହାସ ଆରମ୍ଭ… Continue Reading →
ଅକ୍ଟୋବର ୨୮ ତାରିଖ ଦିନ ବଲାଙ୍ଗିର ଜିଲ୍ଲା, ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ଗ୍ରା.ପ.ର ପାତଲପଡ଼ା ଗାଁରେ ବିନେ ବଛା(୩୪) ମରିଗଲା। ଦାଦନ ସ୍ୱାମୀ ନବୀନର ଅନୁପସ୍ଥିତିରେ ମରିଥିବା ବିନେର ମୃତ୍ୟୁ ସାମାନ୍ୟରୁ ଅସାଧାରଣ ହୋଇଗଲା; ଯେତେବେଳେ ଗଣମାଧ୍ୟମରେ ଏହାକୁ ଅନାହାର ମୃତ୍ୟୁ ବୋଲି କୁହାଗଲା।ତା’ ପରବର୍ତ୍ତୀ ଦୃଶ୍ୟ ଥିଲା ଏହିପରି। ବଙ୍ଗୋମୁଣ୍ଡା ବି.ଡ଼ି.ଓ କହିଲେ ଏହା… Continue Reading →
ବିମୁଦ୍ରାୟନ ସମୟରେ ବନ୍ଧୁ ରିତେଶ କୁମାର ଦାସ ଏହି ଲେଖ ଲେଖିଥିଲେ। ଏହାକୁ ସେ ସମୟରେ ମୁଁ ଡିସେମ୍ବର ୧ – ୧୫, ୨୦୧୬ ସଂଖ୍ୟା ଝାରସୁଗୁଡ଼ା ବିଚାର ପାକ୍ଷିକରେ ସ୍ଥାନ ଦେଇଥିଲି। ସେ ସମୟରେ ସୁଭାଷ ସହାରେଙ୍କ ଦ୍ୱାରା ସମ୍ପାଦିତ ଏବଂ ମୋର ସହଯୋଗରେ ପ୍ରକାଶ ପାଉଥିବା ପାକ୍ଷିକ ଝାରସୁଗୁଡ଼ା ବିଚାର , ସାଧାରଣଙ୍କ… Continue Reading →
© 2026 jariaa.com