Month June 2026

ଦେଶଦ୍ରୋହୀର କବିତା

ପ୍ରକୃତରେ ଏହା ଜଣେ ଦେଶଦ୍ରୋହୀ ଲେଖିଥିବା କବିତା। ସେ କଲେଜ ପଢିଲା ବେଳୁ କବିତା ଲେଖୁଥିଲା। ପ୍ରେମ କରିପାରି ନଥିଲା। ବିଧବା ମାଁ ଦ୍ୱିତୀୟ ହେଲା ପରେ ତାର ପିତୃ ସମ୍ପତ୍ତିର ମୂଲ୍ୟ ତହସିଲ ଅଫିସରୁ ମାଗିଲା। ସାବତ ବାପାର ଟଙ୍କାରେ ପାଠ ପଢ଼େ; ମାସକୁ ସେତେକ ଟଙ୍କା ପିତୃ ସମ୍ପତ୍ତିରୁ କାଟିଦିଏ।ପିତୃ ସମ୍ପତ୍ତି ମୂଳକୁ… Continue Reading →

ସମିଆ ବନ୍ଧ

ସମିଆବନ୍ଧ ! ପରବର୍ତ୍ତି ସମୟରେ ସୋମ ପୁଷ୍କରିଣୀ। ସୋମବଂଶୀ ଭାଷ୍କର୍ଯ୍ୟର ଏକ ଉଦାହରଣ ସୋମ ପୁଷ୍କରିଣୀ। ମତ୍ତମୟୂର ଶିବାଚାର୍ଯ୍ୟ ଗଗନଶିବ ଦ୍ୱିତୀୟଙ୍କ ତତ୍ତ୍ଵାବଧାନରେ ତିଆରି ସୋମେଶ୍ୱର ମନ୍ଦିରର ଏକ ଅଂଶ।ରାଣୀପୁର ଝରିଏଲ ପିଠର ଦକ୍ଷିଣ ଦିଗରେ ଥିବା ପୁଷ୍କରିଣୀ ଐତିହାସିକ ଉପାକ୍ଷାନ ବିମଣ୍ଡିତ ମନ୍ଦିରମାନ ରହିଅଛି। ପୂର୍ବ ଦକ୍ଷିଣ କୋଣର ଚଟାଣରେ ବଜ୍ର ବରାହୀଙ୍କ ମୂର୍ତ୍ତି… Continue Reading →

© 2026 jariaa.com

error: Content is protected !!