ମେରିଆ ଏଜେନ୍ସି ଓ ସାଂସ୍କୃତିକ ଦମନ ଆମକୁ ପଢା ଯାଇଥିବା ଇତିହାସ ଅନୁସାରେ ମେରିଆ ପ୍ରଥା ଆଦିବାସୀଙ୍କ ସାଂସ୍କୃତିକ ପରମ୍ପରା ଅଟେ। ଯେଉଁ ପ୍ରଥାରେ ମେରିଆ ନାମରେ ନରବଳୀ ଦିଆଯାଏ। ଯେହେତୁ ନରବଳୀ ଅମାନବୀୟ ଏବଂ ଆସୁରିକ କାର୍ଯ୍ୟ ଏହାକୁ ଶାସନ ବିରୋଧ କରେ। ପ୍ରକାରାନ୍ତେ ଶାସନ ଆଦିବାସୀ ସମାଜକୁ କୃର ଓ ହିଂସ୍ରକ ସମାଜ… Continue Reading →
ସଡକ ପରିବହନ ଜଳପଥ ପରିବହନ ସମୟ ପୂର୍ବରୁ ସଡକପଥ ପରିବହନର ଗୁରୁତ୍ୱ ରହି ଆସିଅଛି। ମଣିଷ ପ୍ରଜାତି ବିସ୍ତାରିତ ହେବାପରେ ପରସ୍ପର ସମ୍ପର୍କ ଓ ନିଜର ଆବଶ୍ୟକତା ପୁରଣ ପାଇଁ ଗମନାଗମନ ଓ ପରିବହନର ବିକାଶ ହେଲା। ଅଧ୍ୟୟନ କହେ ମଣିଷ ପ୍ରଥମେ ନିଜର ପିଠି, ମୁଣ୍ଡ ଓ କାନ୍ଧରେ ବୋହି ମାଲ ପରିବହନ କରୁଥିଲା।… Continue Reading →
ସାମୁଦ୍ରିକ ବାଣିଜ୍ୟ ଓଡ଼ିଶାର ବାଣିଜ୍ୟିକ ଇତିହାସ ଆଲୋଚନା କଲେ ସାମୁଦ୍ରିକ ବାଣିଜ୍ୟର ସ୍ମୃତି ବହନ କରୁଥିବା ଅନେକ ଉତ୍ସବ ପୁରପଲ୍ଲୀରେ ପାଳିତ ହୋଇଥାଏ। ବାଲିଯାତ୍ରା ଓ କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ପ୍ରମୁଖ ପାରମ୍ପାରିକ ପର୍ବ ଅଟେ। ବାଲିଯାତ୍ରା ନୌବାଣିଜ୍ୟ ସହ ଯୋଡି ହୋଇଥିବା ଏକ ପ୍ରମୁଖ ଯାତ୍ରା, ଯାହା ବର୍ତ୍ତମାନ ରାଜ୍ୟ ସରକାର ମହା… Continue Reading →
ଡ ଫଣୀନ୍ଦମ ଦେଓଙ୍କ ଅଧ୍ୟୟନରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରକୁ ପ୍ରଥମେ ମରାଠାମାନେ ଅଷ୍ଟାଦଶ ଶତକର ଶେଷ ବେଳକୁ ଆଗମନ କରିଥିଲେ। ଏହାପରେ ଇଂରେଜମାନଙ୍କ ଆଗମନ ହୋଇଥିଲା। ଇଂରେଜମାନେ ୧୮୧୮ ମସିହାରେ ଓଡ଼ିଶାର ପଶ୍ଚିମ କ୍ଷେତ୍ରକୁ ନିଜ ଶାସନାଧିନ କରି ପାରିଥିଲେ। ଡ ଦେଓଙ୍କ ଅନୁସାରେ…ଓଡିଶାରେ ଉନବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରୁ ସମାଜର ବିଭିନ୍ନ ସ୍ତରର ବ୍ୟକ୍ତି,… Continue Reading →
ଇତିହାସ ଅବଲୋକନ ମାନବ ସଭ୍ୟତାକୁ ଗତିଶିଳ କରିବା ମୂଳରେ ଯେଉଁ କାରଣ ରହିଛି ତାହା ହେଉଛି ‘ପ୍ରବାସ’। ବର୍ତ୍ତମାନ ପର୍ଯ୍ୟନ୍ତ ଅଧ୍ୟୟନ ହୋଇଥିବା ନିସ୍କର୍ଷମାନଙ୍କ ମଧ୍ୟରୁ ମାନବ ଇତିହାସ ବେଶ ସଂଘର୍ଷପୂର୍ଣ୍ଣ ହୋଇ ଆସିଅଛି। ପରିବର୍ତ୍ତିତ ପରିସ୍ଥିତିରେ ଆମର ପୂର୍ବଜ ବାନର ପ୍ରକୃତିର ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମଣ କରି ଆସିଅଛି। ବର୍ତ୍ତମାନ ଆମର ସତ୍ତା ସେହି… Continue Reading →
ଉପକ୍ରମ ପଶ୍ଚିମ କ୍ଷେତ୍ର ମୁଖ୍ୟତଃ ଅବିଭାଜ୍ୟ ବଲାଙ୍ଗିର, କଳାହାଣ୍ଡି ଜିଲ୍ଲା ଓ ବରଗଡ଼ ଜିଲ୍ଲାର ପଦମପୁର ଉପଖଣ୍ଡରୁ ଲକ୍ଷାଧିକ ପୁରୁଷ ଓ ମହିଳା ପରିବାର ସହ ଭାରତର ଦକ୍ଷିଣ ରାଜ୍ୟକୁ ଜୀବିକା ପାଇଁ ଯାଇଥାନ୍ତି, ଯେଉଁମାନଙ୍କୁ ଦାଦନ (୧) କୁହାଯାଏ। ଦାଦନର ଅଭିଧାନିକ ଅର୍ଥ କୌଣସି କାମ ଅଥବା ଶାରିରୀକ ଶ୍ରମ ପାଇଁ ପ୍ରତିଶୃତିବଦ୍ଧ ହେବା… Continue Reading →
ଗଡ଼ଜାତ ମିଶ୍ରଣ ସରିଲା। ଜନମାଁ ବିଧବା ହେବାଟା କିଛି ବର୍ଷର ପୁରୁଣା ହୋଇ ସାରିଥିଲା। ଆଦିବାସୀ ଗଉନ୍ତିଆ ୩୬୫ ଏକର ଜମି। ଜୀବନ ତମାମ ତା’ର ଗୋଟିଏ କଥା, “ଦିନେକେ ଏକରେ ଖାଏମି ଆରୁ ଖୁଆମି”। ଅର୍ଥାତ ଗୋଟିଏ ଏକର ଜମିର ଆୟ ଦିନକରେ ଖର୍ଚ୍ଚ କରିବ; ପରିବାର ଓ ପ୍ରଜା ଲାଗି। ଏତିକି ଥିଲା… Continue Reading →
(କୋଶଲୀ ଭାଷାରେ ଗରା ଓ ଚରା ଦୁଇଟି ଶବ୍ଦ, ଯାହାର ଅର୍ଥ ହେଲା ଶିକାରକୁ ପ୍ରଲୋଭିତ କରିବା ପାଇଁ ଯେଉଁ ଚାରା ଦିଆଯାଏ ସେ ଚାରା ସଶ୍ୟ ଆଦି ହୋଇଥିଲେ ତାହାକୁ ଚରା କହନ୍ତି। ଚରା, ଅନ୍ନ ଓ ଭୋଜନ ଅର୍ଥରେ ବ୍ୟବହାର ହୋଇଥାଏ। ସଶ୍ୟ ବଦଳରେ କୌଣସି ଜୀବନ୍ତ ପ୍ରାଣୀକୁ ରଖିଲେ ତାହାକୁ ଗରା… Continue Reading →
© 2025 jariaa.com