ପହରିଆ ଜଙ୍ଗଲ ଜୀବଜନ୍ତୁ ଅହେତୁକ ବ୍ୟବହାର କରି ବସିଲେ। ଯାହା ପ୍ରକୃତିର ନିୟମ ବିରୋଧ ବୋଲି ନିକଟର ପୌଢ ଜଣେ ବାରଣ କରନ୍ତେ ଗୋଟିଏ ଠେକୁଆ ଆସି କହିଲା ଦିନରାତି ପାଣି ବର୍ଷିବ ଓ ପୃଥିବୀ ଜଳାର୍ଣ୍ଣବ ହୋଇ ଧ୍ୱଂସ ହୋଇଯିବ। ଲୋକଟି ଚିନ୍ତାରେ ପଡିଗଲା। ଜଙ୍ଗଲରୁ ସ୍ତ୍ରୀ ସହ ଲାଖ ସଂଗ୍ରହ କରି ଗୋଟିଏ… Continue Reading →
ମହୁଲ ବଲାଙ୍ଗୀର ସହରର ସୁଦପଡ଼ା ସ୍ଥିତ ମଦଭାଟିରୁ ଶହଶହ କୋଟି ଟଙ୍କା କେନ୍ଦ୍ରିୟ ଆଇ.ଟି ଦ୍ୱାରା ଜବତ କରାଯିବା ଘଟଣା ସପ୍ତାହକ ପରେ ଆଉ ଚର୍ଚ୍ଚା ହେଉ ନାହିଁ। ଏହାର କାରଣ ଯାହା ହେଉ ପଶ୍ଚିମ ଓଡ଼ିଶାର ଦୁଇ ତିନୋଟି ଜିଲ୍ଲାର ଗୋଟିଏ ଗୋଟିଏ ସ୍ଥାନରୁ ଏତେଟଙ୍କା ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସଂପୃକ୍ତ… Continue Reading →
ଦାଦନ ଅର୍ଥନୀତି ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ବାମହନୀ ଗାଁ ଏବଂ ପାଖଆଖ ଗାଁର ଚାରିଜଣ ସାଙ୍ଗ। କିଏ ଯୁକ୍ତଦୁଇ ପାସ କରିଛି ତ କିଏ ଫେଲ କରିଛି। ଛୋଟ ଚାଷୀ ପରିବାରର ସମସ୍ତେ। ସମସ୍ତେ ଓବିସି ବର୍ଗର। ସାଙ୍ଗଙ୍କ ସହ ବୁଲିବା କି ହାତଖର୍ଚ୍ଚ ପାଇଁ ଘରକୁ ମାଗିବା ଲାଜ ଲାଗିଲା। ସେମାନେ ଦେଖନ୍ତି… Continue Reading →
ଦାଦନ – ମହିଳା ଅଧ୍ୟୟନ କ୍ଷେତ୍ରର ସାମାଜିକ ସ୍ଥିତିରେ ନାରୀକୁ ପୈତୃକ ସମ୍ପତ୍ତି ଉପରେ ଅଧିକାର ଦିଆଯାଏ ନାହିଁ। ସମ୍ପତ୍ତି ପୁରୁଷ କୈନ୍ଦ୍ରିକ ଅଟେ। ଏଥିବାଦ ନାରୀର ସାମାଜିକ ସମ୍ମାନ ବେଶ ଉଚ୍ଚରେ ରହିଥାଏ। ବିଧବା ବିବାହ ଓ ଦ୍ୱିତୀୟ ବିବାହ ସମାଜ ସ୍ୱୀକୃତ ବ୍ୟବସ୍ଥା ଅଟେ। ଫଳତଃ ସାମାଜିକ ବ୍ୟବସ୍ଥାରେ ନାରୀ ନିର୍ଯ୍ୟାତନା ନିମ୍ନ… Continue Reading →
ଦାସରୁ ଦାଦନ(ଖ) ଭାରତରେ ଦାସପ୍ରଥା ବିଶ୍ୱର ସର୍ବପ୍ରାଚୀନ ସଭ୍ୟତାମାନଙ୍କ ମଧ୍ୟରୁ ଭାରତ ପୁରାତନ ସଭ୍ୟତା ଅଟେ। ଅନେକ ଅଧ୍ୟୟନ ପୁଷ୍ଟକରେ ଯେ ପ୍ରାଚୀନ ଭାରତରେ ସିନ୍ଧୁସଭ୍ୟତା ବେଳକୁ ଦାସପ୍ରଥାର ପ୍ରଚଳନ ନଥିଲା। କିନ୍ତୁ ଏହାକୁ କେତେକ ଐତିହାସିକ ଖଣ୍ଡନ କରିଥାନ୍ତି। ସିନ୍ଧୁସଭ୍ୟତାର ଅର୍ଥବ୍ୟବସ୍ଥାର ଉଦାହରଣ ଦେଇ କେତେକ ଐତିହାସିକ କହନ୍ତି ଏହି ଅର୍ଥ ବ୍ୟବସ୍ଥାରେ ଦାସପ୍ରଥା… Continue Reading →
ଦାସରୁ ଦାଦନ – (କ) – ପିଲା ସ୍କୁଲ ନଗଲେ ବାପାମାଁ ଦଣ୍ଡିତ ହେଉଥିଲେ ସେ ସମୟର କଥା। ଶ୍ରୀ ମକରଧ୍ୱଜ ରଣା ମାଇନର (ତୃତୀୟ ଶ୍ରେଣୀ) ପାସ କରିଥିଲେ। ସେ ଅନ୍ୟମାନଙ୍କ ଭଳି କେବେବି ଦେବତାଗୁଡିରେ କି ଗଛ ଉପରେ ଲୁଚି ନଥିଲେ। ଅବଧାନ ଘରଘର ଯାଇ ଛୁଆଙ୍କୁ ସ୍କୁଲକୁ ଡାକିଆଣି ପାଠ ପଢଉଥିଲେ।… Continue Reading →
ଦାଦନ ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଯିଏ ପ୍ରବାସୀ ଶ୍ରମିକଙ୍କ ପାଇଁ ୧୯୭୫ ମସିହାରେ ଆଇନ ପ୍ରସ୍ତୁତ କରିଥିଲା। ଏହାପରେ ୧୯୭୯ ମସିହାରେ ଭାରତରେ ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ ଓ ନିୟନ୍ତ୍ରଣ ଆଇନ ତିଆରି ହୋଇଥିଲା। ରାଷ୍ଟ୍ରୀୟ ସ୍ତରରେ ତିଆରି ଆଇନର ମୁଖବନ୍ଧରେ ଲେଖା ଯାଇଛି ଓଡ଼ିଶାର ପଶ୍ଚିମ କ୍ଷେତ୍ରରୁ ଠିକାଦାର ଖାତାଦାର ନାମରେ ଶ୍ରମିକ… Continue Reading →
୧୯୬୫ ବଡମକାର ଏକ କେନ୍ଦ୍ରବିନ୍ଦୁ ଅଞ୍ଚଳର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ସ୍ଥିତି ବିଷୟରେ ଡ. ଫଣୀନ୍ଦମ ଦେଓଙ୍କ ଆଲୋଚନା ବିସ୍ତାର ସହ ଉଲ୍ଲେଖ କରାଯାଇ ଅଛି। ଗଡ଼ଜାତ ପରେ କୋରାପୁଟ ଜିଲ୍ଲା ଜୟପୁର ରାଜ୍ୟ ଅନ୍ତର୍ଗତ ଥିଲା। କୋୟାତୁର ଓ ମୟାତୁର ସଭ୍ୟତା ହେଉଛି ଆଦିବାସୀ ସଭ୍ୟତା। ଯାହା ଗୁମ୍ଫା ଏବଂ କୃଷି ଆଧାରିତ… Continue Reading →
କେବିକେ ଜିଲ୍ଲା କେତୋଟି ମୁଖ୍ୟ ଘଟଣା ଅବିଭାଜ୍ୟ କଳାହାଣ୍ଡି, ବଲାଙ୍ଗୀର, କୋରୋପୁଟ କେବିକେ ଜିଲ୍ଲା ଓ ବରଗଡ଼ ଜିଲ୍ଲାର ପଦମପୁର ଅଞ୍ଚଳ ହେଉଛି ଦାଦନ ପ୍ରକରଣର ମୂଳ ଅଞ୍ଚଳ। ଭୌଗଳିକ ଦୃଷ୍ଟିରୁ ବିଚାର କଲେ ପୂର୍ବଘାଟ ପର୍ବତମାଳାର ଅଂଶ ହୋଇଥିବା ହେତୁ ଜମି ଗୋଟିଏ ପଟକୁ ଢାଳୁ ରହିଥାଏ। ୧୨୦୦ ମି.ମି ରୁ ୧୩୭୮ ମି.ମି… Continue Reading →
ସହିଦ ମୋହନ ମାଝୀ ସପାଙ୍ଗଗାଡ଼ା (ଜନମ ଗାଡ଼)ରାଜତନ୍ତ୍ର ରାଜସ୍ୱ ସଂଗ୍ରହ ପାଇଁ ଭୌଗଳିକ ସ୍ଥତି ଅନୁସାରେ କନ୍ଧ ସମ୍ପ୍ରଦାୟକୁ ମୂଖ୍ୟତଃ ତିନି ଜାତିରେ ବିଭାଜନ କରିଥିଲେ। ଯଥା କୁଟିଆ ବା ଡଙ୍ଗରିଆ କନ୍ଧ, ପରଜା କନ୍ଧ ଓ ଦେଶିଆ କନ୍ଧ। ପରବର୍ତ୍ତି ସମୟରେ ବ୍ରାହ୍ମଣୀୟ ଜାତି ବ୍ୟବସ୍ଥା ବହୁଧା ଜାତିରେ କନ୍ଧ ସମ୍ପ୍ରଦାୟକୁ ବିଭାଜିତ କଲେ।ସାପାଙ୍ଗଗାଡ଼ା… Continue Reading →
© 2025 jariaa.com