Category History

ଇବ୍ ନଦୀର ଅଭିଶାପ

ସମ୍ବଲପୁର ମୁନସଫ କୋର୍ଟରେ ଏପ୍ରିଲ ୩ ତାରିଖ ୧୯୫୦ ମସିହାରେ ଏକ ମୋକଦ୍ଦମା ଦାଖଲ ହେଲା। ନଦୀ ଜଳ ପ୍ରଦୂଷଣ ସମ୍ବନ୍ଧରେ ଏହା ହେଉଛି ସମଗ୍ର ଦେଶରେ ସମ୍ଭବତଃ ପ୍ରଥମ ମୋକଦ୍ଦମା। ବାଦୀ ଥିଲେ – ଇବ୍ ନଦୀ କୂଳରେ ବସବାସ କରୁଥିବା ଚାରିଜଣ ପ୍ରତିନିଧି। ପ୍ରତିବାଦୀ ଥିଲେ – ଓରିଏଣ୍ଟ କାଗଜକଳ କର୍ତ୍ତୃପକ୍ଷ। ମାନ୍ୟବର… Continue Reading →

ବିହାରୀରାମ ତନ୍ତୀ

ଓଡ଼ିଶାର ମହାନ ଗାନ୍ଧୀବାଦୀ ଦଳିତ ସ୍ୱତନ୍ତ୍ରତା ସେନାନୀ ଶ୍ରୀ ବିହାରୀରାମ ତନ୍ତି ଓ ତାଙ୍କ ମାଁ ଶ୍ରୀମତୀ ତୁଳସୀଦେବୀ ଉଭୟେ ସ୍ୱତନ୍ତ୍ରତା ସଂଗ୍ରାମରେ ଜେଲ ବରଣ କରିଥିଲେ। ଶ୍ରୀ ବିହାରୀରାମ ଅଦମ୍ୟ ଓ ପ୍ରବଳ ଥିଲେ। ଛଅଥରରୁ ଅଧିକ ଜେଲ ଦଣ୍ଡ ଭୋଗିଥିଲେ। ସେ ନିଃସ୍ୱାର୍ଥ ସଂଗ୍ରାମୀ ଥିଲେ। ସ୍ୱାଧିନୋତ୍ତର ଭାରତରେ ଚଡଠେ ଶତକର ଜୀବନରେ… Continue Reading →

ବାର ପର୍ବତର ଅଧିଶ୍ୱରୀ ଓ ତାର ସେବକଙ୍କ କଥା

ବହୁତ ପୁରୁଣା କଥା। କନ୍ଧ ନିଜର ଇଷ୍ଟଙ୍କୁ ଶାନ୍ତ କରି ଅଥିର ଧରାକୁ ଥିର କଲା। ବିନ୍ଧ୍ୟଗିରିରୁ ନିଜର ସାମ୍ରାଜ୍ୟ ବିସ୍ତାର କଲା। ଦେବାଦେବୀ ତାଙ୍କ ପାଇଁ ଉଦ୍ଦିଷ୍ଟ ଭୂମୀଖଣ୍ଡମାନଙ୍କୁ ଗମନ କଲେ। ତାଙ୍କୁ ଅନୁଧାବନ କରି କନ୍ଧ ବିଧିର ସର୍ଜ୍ଜନାକୁ କେବଳ ଗୋଟିଏ ସୂତ୍ରରେ ପରିଚାଳିତ କରିବାର ନିୟମ କଲା; ତାହା ହେଲା ‘ସତ୍ୟ’।… Continue Reading →

ଧେନୁ-ଦ୍ୱୀପ

ତଥ୍ୟ କହେ ଦଶହଜାର ବର୍ଷ ପୂର୍ବେ ଗାଈକୁ ଗୃହପାଳିତ କରାଗଲା। ମେକ ତଭିସ୍ ଜଣେ ୟୁରୋପିୟ କୃଷକ ଏବଂ ବିହନ ଉତ୍ପାଦକ ତଥା ଗୋ ସଂରକ୍ଷକ। ମେକ ତଭିସ ନିଜର ସହଯୋଗୀଙ୍କ ସହ ୫୫ ପ୍ରକାର ଗାଈ ବଂଶ ଉପରେ ଅଧ୍ୟୟନ କରିଥିଲେ। ୮୦ ରୁ ୩୦୦ ପୁରୁଷା ଗାଈ ବଂଶର ତଥ୍ୟ ଦେଇଛନ୍ତି। ମୂଖ୍ୟତଃ… Continue Reading →

ମସଜିଦ-ଏ-ହଦିଦ

ଝାରସୁଗୁଡ଼ା ମାଟିରେ ଏକ ବିରଳ କୃତ୍ତି ସତୁରୀ ଦଶକର ମଧ୍ୟ ଭାଗରେ ତିଆରି ହୋଇଥିଲା। ସେ ସମୟରେ ସର୍ବାଧିକ ପାଞ୍ଚହଜାର ଇସଲାମ ଧର୍ମବଳମ୍ବି ଜନସଂଖ୍ୟା ବିଶିଷ୍ଟ ସହରରେ ଏକ ପୁରୁଣା ମସଜିଦ ଥିଲା। ପୁରୁଣା ମସଜିଦ ବଦଳରେ ଏକ ନୂତନ ମସଜିଦ ତିଆରି କରିବାର ଆବଶ୍ୟକତା ଅନୁଭବ କରି ସରଦାର-ଏ-ବିରାଦରି ମହମ୍ମଦ ହାଜି ଜାଫର ସାହେବ… Continue Reading →

ଯୋଗିନୀ

ଓଡ଼ିଶାରେ ସୋମବଂଶୀ ପ୍ରଭାବ ବିସ୍ତାର ପାଇଁ ହର୍ଷଦେବଙ୍କ ପତ୍ନୀ ରାଣୀ ବାସଟାଙ୍କ ଅବଦାନ ବେଶ ରହିଅଛି। ଛତିଶଗଡ଼ର ଶ୍ରୀପୁରରୁ ନରସିଂହନାଥ, ନୂଆପଡ଼ା ଜିଲ୍ଲାର ବୁଦ୍ଧିକୋମନା ଓ ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଏଲରେ ତାଙ୍କର ନେତୃତ୍ୱରେ ତିଆରି ଅନେକ କୀର୍ତ୍ତିରାଜି ଆଜି ମଧ୍ୟ ରହିଅଛି। ସୋମବଂଶୀଙ୍କ ରାଜ୍ୟବିସ୍ତାର ସମୟରେ ସାମାଜିକ ଜୀବନରେ ମଧ୍ୟ ବେଶ ପରିବର୍ତ୍ତନମାନ ଦେଖା… Continue Reading →

Newer posts »

© 2026 jariaa.com

error: Content is protected !!