ବହୁତ ଦିନ ପରେ ପାଟଧରା ଗଲି। ଏ ଭିତରେ ଅନେକ ଘଟଣା ଘଟି ସାରିଛି। ଗୋଟିଏ କୁମ୍ବିଂ ହୋଇଛି। ଗୋଟିଏ ସୁରକ୍ଷାବଳ କ୍ୟାମ୍ପ ବସି ସାରିଛି। ପଞ୍ଚାୟତ ନିର୍ବାଚନ ବିି ସରିଛି। ସବାଶେଷ ଖବର ଥିଲା ନୂଆପଡ଼ା ଜିଲ୍ଲାପାଳ ଖୋଦ ପାଟଧରା ଯାଇ ଫେରି ଆସିଛନ୍ତି। ଗୋଟିଏ ପ୍ରଶ୍ନ ଥିଲା ମନରେ କିଛି ନ ହେଲା… Continue Reading →
ଶିବ ହରିଜନ, ବଲମ ମାଝୀ, ଆଶାରାମ ମାଝୀ, ଭୂବନ ମାଝୀ, ବୈଶାଖୁ ହରିଜନ, ବାଟୁ ଗଉଡ଼, ନର ବେହେରା, କାଲିଆ ମାଝୀ ଓ କଲାକୁଟୁ କୈବର୍ତ୍ତଙ୍କ ନଅ ପରିବାର ନୂଆପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ତିନିଦିନରୁ ଆମରଣ ଅନଶନରେ ବସିଥିଲେ। ଶେଷରେ ଗତକାଲି ୨୦ଜୁନ, ୨୦୧୯ ଦିନ ଏହି ପରିବାର ମାନଙ୍କରୁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ… Continue Reading →
୨୨ ଜାନୁୟାରୀ ୨୦୧୨ ଦିନ ଲାଠୋରରେ ଘଟିଥିବା ଘଟଣା ଏହିପରି- ଲକ୍ଷ୍ମୀ କ୍ଲଥ୍ଷ୍ଟୋରକୁ ଦୁଇଜଣ ଯୁବକ ଆସିଲେ। ଜାକେଟ କିଣିଲେ। ଦୋକାନୀକୁ ଦାମ୍ ପଚାରିଲେ। ଦୋକାନୀ ଦୁଇଟି ଜାକେଟର ଦାମ୍ କହିଲା। ଗ୍ରାହକ କହିଲା ଏଇଟା ମୁଁ ଘରୁ ପିନ୍ଧିକରି ଆସିଛି। ବଚସା ହେଲା, ଝଗଡ଼ା ହେଲା। ଦୋକାନ ମାଲିକ ଦୟା ଓ ଭରତ ଗ୍ରାହକକୁ… Continue Reading →
ଦର୍ଜି ଛୁରା, ନି. ଜଏରପରା, ଗ୍ରା.ପ. କପିଲାଭଟା, ବ୍ଲକ. ବଙ୍ଗୋମୁଣ୍ଡା, ଜି. ବଲାଙ୍ଗିର ଚାରିବର୍ଷ ତଳେ ମରିଗଲା। ପଛରେ ଛାଡ଼ିଗଲା ସ୍ତ୍ରୀ ମଙ୍ଗରେ, ଏକ ବଖରିଆ କୁଡ଼ିଆ ଆଉ ଅନେକ ଦୁଃଖମାନଙ୍କୁ। ନିଃସନ୍ତାନ ଦର୍ଜି ମରିବା ପରେ ମଙ୍ଗରେ ଅନାଥ ହୋଇଗଲା। ନିଜକୁ ସଙ୍ଖୋଳି ମୃତ୍ୟୁ ପର୍ଯ୍ୟନ୍ତ ଏକ ନିରନ୍ତର ସଂଗ୍ରାମ ପାଇଁ ମଙ୍ଗରେ ନିଜକୁ… Continue Reading →
ଜାନୁୟାରୀ ୨୦୦୯ର କୌଣସି ଏକ ରାତ୍ରିରେ ଫୁଲ ବାପା ତେଜରୁ ବାଗ ସହ ଫେରିଲା। ଏଲିମେଟ ଗାଁ ଥାନା ବିରମ୍ପାନ୍ନା ଜିଲ୍ଲା ହାଇଦ୍ରାବାଦରୁ ମୁରିବାହାଲ ବ୍ଲକ୍, ଜିଲ୍ଲା ବଲାଙ୍ଗିରର କୌଣସି ଏକ ଗାଁ କୁ ସାତମାସର ଗର୍ଭ ଓ ସାଙ୍ଗରେ ଆଠବର୍ଷର ପୁଅ ବିଜୟ। ପାଞ୍ଚବର୍ଷପରେ ଫୁଲ ଫେରିଲା, ଏଇଟା ଖବର ନଥିଲା। ଫୁଲ ଗର୍ଭବତୀ… Continue Reading →
ବର୍ତ୍ତମାନ ସୋସିଆଲ ମିଡ଼ିଆ ଫେସବୁକ ର କିଛି ଧର୍ତ୍ତବ୍ୟ କମେଣ୍ଟ ଉପରେ ଲୋକଙ୍କ ସ୍ୱଭାବର ବିରୋଧରେ ଉଗ୍ରତା, ପାଗଳାମୀ ଓ ଅସହ୍ୟ ପ୍ରତିକ୍ରିୟା ଦେଖି ମତେ ସ୍ୱଭାବିକ ୧୯୮୨ ମସିହାର ଅଗଷ୍ଟ ମାସର ସେ ନଅଦିନ ମନେ ପଡ଼ିଗଲା। ସେତେବେଳେ ଘୋର ବର୍ଷା ଯୋଗୁଁ ମହାନଦୀ ନିଜର ସୀମା ଲଘଂନ କରିଥିଲା। ସମ୍ବଲପୁର ସହରର ବଡ଼… Continue Reading →
ସେଦିନ ଥିଲା ଜୁଲାଇ ୧ ତାରିଖ। କିଛି ସାମ୍ବାଦିକ ବନ୍ଧୁମାନଙ୍କ ସହିତ ସକାଳୁ ଏକ ଖବର ସଂଗ୍ରହ କରିବାପାଇଁ ନୃସିଂହନାଥ ଯାଇଥିଲୁ। ସେଠାରେ କାମ ସାରି ଘରକୁ ଫେରିବା ବେଳକୁ ରାତି ନଅଟା ପାଖାପାଖି ହୋଇଯାଇଥାଏ। ବାଥ୍ରୁମ୍ରୁ ବାହାରିବା ବେଳକୁ ମୋବାଇଲ୍ ଫୋନ୍ କୁ ପ୍ରସନ୍ନ ମିଶ୍ର ଦାଦାଙ୍କ କଲ୍ ଆସିଲା “ଆଜ୍ଞା ଆଉ ନାଇଁନ!… Continue Reading →
ଡା. ଜିତାମିତ୍ର ପ୍ରସାଦ ସିଂ ଦେଓ; ଖଡ଼ିଆଳ ରାଜା ଶ୍ରୀ ଅନୁପ ସିଂ ଦେଓ ଓ ରାଣୀ ଶ୍ରୀମତୀ ସୌଭାଗ୍ୟ ମଞ୍ଜରୀ ଦେବୀଙ୍କ ଜ୍ୟେଷ୍ଠ ପୁତ୍ର। ୧୯୪୬ ମସିହା ଅଗଷ୍ଟ ମାସ ୨୯ ତାରିଖରେ ତାଙ୍କର ଜନ୍ମ। ଓଡ଼ିଶାର ପ୍ରଥମ ରଙ୍ଗମଞ୍ଚ, ପ୍ରଥମ ସାହିତ୍ୟ ସମିତି ତଥା ଓଡ଼ିଶା ସଂସ୍କୃତିକୁ ଖଡ଼ିଆଳର ଦାନ ଏକ ସ୍ୱତନ୍ତ୍ର… Continue Reading →
ଓଡ଼ିଶାରେ ମରୁଡିର ଇତିହାସ କହିଲେ ପ୍ରଥମେ ବର୍ଷାଭାବ ଜନିତ ମରୁଡି ଉପରେ ଚର୍ଚ୍ଚା ହୋଇଥାଏ। ଯାହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଥାନ୍ତି। ୧୮୯୯ – ୧୯୦୦ ସମିହାରେ ଛପନସାଲ ଦୁର୍ଭିକ୍ଷ ହୋଇଥିଲା। ବିଗତ ଅର୍ଦ୍ଧ ଶତାବ୍ଦୀର ଇତିହାସରେ ଏହା ଦେଶର ୨୪ ତମ ବଡ ମରୁଡି ଏବଂ ଭାରତର ଦୁର୍ଭିକ୍ଷ… Continue Reading →
ମଞ୍ଜୁ ଖରସେଲ, ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡ଼ିଘାଟ ଗ୍ରା.ପର ଏକ ଛୋଟ ଗାଁ ବାରବନ୍ଧର ଦୁଇଜଣ ୱାର୍ଡ଼ସଭ୍ୟ ମଧ୍ୟରୁ ଜଣେ। ଗତ ପଞ୍ଚାୟତିରାଜ ନିର୍ବାଚନରେ ୱାର୍ଡ଼ସଭ୍ୟ ପଦ ପାଇଁ ନିର୍ବାଚନ ଲଢ଼ିଲା। ନିର୍ବାଚନରେ ଜିତିଲା। ପ୍ରଚାର ସମୟରେ ୱାର୍ଡ଼ର ଲୋକେ ପଚାରିଲେ କେଉଁ କାମ କରିବୁ ଆମ ପାଇଁ। ପଞ୍ଚମ ଶ୍ରେଣୀ ଯାକେ ପାଠ… Continue Reading →
© 2026 jariaa.com