Month January 2025

ଗରାବନ୍ଧା

(କୋଶଲୀ ଭାଷାରେ ଗରା ଓ ଚରା ଦୁଇଟି ଶବ୍ଦ, ଯାହାର ଅର୍ଥ ହେଲା ଶିକାରକୁ ପ୍ରଲୋଭିତ କରିବା ପାଇଁ ଯେଉଁ ଚାରା ଦିଆଯାଏ ସେ ଚାରା ସଶ୍ୟ ଆଦି ହୋଇଥିଲେ ତାହାକୁ ଚରା କହନ୍ତି। ଚରା, ଅନ୍ନ ଓ ଭୋଜନ ଅର୍ଥରେ ବ୍ୟବହାର ହୋଇଥାଏ। ସଶ୍ୟ ବଦଳରେ କୌଣସି ଜୀବନ୍ତ ପ୍ରାଣୀକୁ ରଖିଲେ ତାହାକୁ ଗରା… Continue Reading →

ଧାନ

ଆଜିଠୁ ୧୪ ଶହ କୋଟି ବର୍ଷ ପୂର୍ବେ ଅଣୁଠାରୁ ବି କ୍ଷୁଦ୍ର ଏକ କଣିକାର ବିସ୍ଫୋରଣ ହୁଏ। ସେକେଣ୍ଡର କୋଟି କୋଟି ଭାଗରୁ କମ ସମୟରେ ବ୍ରହ୍ମାଣ୍ଡ ବିସ୍ତାର ହୋଇଯାଏ। ଏହାର ୩୦ କୋଟି ବର୍ଷ ପରେ ମାଧ୍ୟାକର୍ଷଣ ଅଣୁ ଏବଂ ଗ୍ୟାସକୁ ସଂଗଠିତ କରେ। ଉତ୍ତାପ ଉଦଜାନ ତିଆରି କରେ ଏବଂ ଉଦଜାନ ଉତ୍ତାପର… Continue Reading →

ଓଡ଼ିଆ ଅସ୍ମିତା ଓ ତୀବ୍‌ବତୀୟ ସଂଘର୍ଷ

ଗତ ୨୦୨୪ ନିର୍ବାଚନରେ ଓଡ଼ିଶାରେ ଅସ୍ମିତା ଶବ୍ଦର ରାଜନୀତିକ ପ୍ରୟୋଗ ଓ ଏହାର ସଫଳତା ଓଡ଼ିଶା ଦେଖିଛି। ଅବଶ୍ୟ ଏହାଏକ ପ୍ରହେଳିକା ଥିଲା ଅପରନ୍ତୁ ଓଡ଼ିଶାର ଅର୍ଥନୀତି, ଦର୍ଶନ, ସାମାଜିକ ପରିବର୍ତ୍ତନ, ସମ୍ପଦା ଓ ଅନ୍ୟ କ୍ଷେତ୍ରରେ ଓଡ଼ିଆଙ୍କ ନିୟନ୍ତ୍ରଣ ଢିଲା ହୋଇ ଆସିଥିବା ସମସ୍ତେ ଜାଣନ୍ତି। ରାଧାନାଥ ରାୟ ନିଜର ଚିଲିକା କାବ୍ୟରେ ପ୍ରଥମେ… Continue Reading →

ଗୁଣଧର

ନୂଆପଡ଼ା ଜିଲ୍ଲାର ଖଡ଼ିଆଲ ଓ ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସୀମା। ରାୟପୁର-ଗୋପାଲପୁର ଜାତୀୟ ରାଜପଥକୁ ଲାଗିଥିବା ଅବା ଅନତିଦୂରରେ ଥିବା ଗାଁ ମାନଙ୍କର କିଛି ଘଟଣା ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ଟାଣି ଆଣିଛି। ଶ୍ରୀମତୀ ଇନ୍ଦିରା ଗାନ୍ଧୀ ୧୯୬୫ ବଡ଼ମକାର ପରିସ୍ଥିତି ଦେଖି ଆସିଥିଲେ। ଶ୍ରୀ ରାଜୀବ ଗାନ୍ଧୀ ୧୯୮୫ ବହୁ ଚର୍ଚ୍ଚିତ… Continue Reading →

ଭୁଜବଲ ଚିନ୍ଦା:ଆଦିବାସୀର ଅଲିଖିତ ଉପାକ୍ଷାନ

ସମୁଦ୍ର ତଳଠୁ ୩୫୦୦ ଫୁଟ ଉଚ୍ଚ ସୁନାବେଡ଼ା ଉପତ୍ୟକାର ପୂର୍ବ ମୁଣ୍ଡକୁ ରହିଥିବା ଅଗନାଅଗନୀ ବନସ୍ତରେ ଥିବା ଗୋଟିଏ ତୀର୍ଥ ରାମେଶ୍ୱର। ବନବାସ ବେଳେ ସୀତାମାତାଙ୍କୁ ଶୋଷ ହେଲା। ଲକ୍ଷ୍ମଣ ତୀର ମାରିଲେ। ଗୋଟିଏ ପ୍ରପାତ ବାହାରିଲା ଯାହା ପୂର୍ବରୁ ଶିବଙ୍କ ଜଟାରେ ରହିଥିଲା। ରାମ ଚିହ୍ନି ପାରିଲେ ମହାଦେବଙ୍କୁ। ନିଜ ଭାଇର ଅଜ୍ଞାନତା ସ୍ୱୀକାର… Continue Reading →

କୋଶଲରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଜୋଷୀ

୧୯୩୬ ଏପ୍ରିଲ, ୧ ତାରିଖ ଦିନ ଭାଷା ଭିତ୍ତିରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା। ସମଗ୍ର ଓଡ଼ିଶାରୁ ସ୍ୱତନ୍ତ୍ର ପ୍ରଦେଶ ସଂଗ୍ରାମ ପାଇଁ ଯେଉଁ ଆନ୍ଦୋଳନ ଚାଲିଥିଲା ସମ୍ବଲପୁର ହିଁ ପ୍ରଥମେ ଓଡ଼ିଆ ଭାଷାକୁ ସରକାରୀ ଭାଷାର ମାନ୍ୟତା ଦେବାର ଅଗୁଆଳ କରିଥିଲା। ସ୍ୱତନ୍ତ୍ର ପ୍ରଦେଶ ଗଠନ ସଂଗ୍ରାମରେ ପ୍ରଥମ ମଙ୍ଗୁଆଳ ସମ୍ବଲପୁର ହିଁ… Continue Reading →

ଯୋଗିନୀ

ଓଡ଼ିଶାରେ ସୋମବଂଶୀ ପ୍ରଭାବ ବିସ୍ତାର ପାଇଁ ହର୍ଷଦେବଙ୍କ ପତ୍ନୀ ରାଣୀ ବାସଟାଙ୍କ ଅବଦାନ ବେଶ ରହିଅଛି। ଛତିଶଗଡ଼ର ଶ୍ରୀପୁରରୁ ନରସିଂହନାଥ, ନୂଆପଡ଼ା ଜିଲ୍ଲାର ବୁଦ୍ଧିକୋମନା ଓ ବଲାଙ୍ଗୀର ଜିଲ୍ଲାର ରାଣୀପୁର ଝରିଏଲରେ ତାଙ୍କର ନେତୃତ୍ୱରେ ତିଆରି ଅନେକ କୀର୍ତ୍ତିରାଜି ଆଜି ମଧ୍ୟ ରହିଅଛି। ସୋମବଂଶୀଙ୍କ ରାଜ୍ୟବିସ୍ତାର ସମୟରେ ସାମାଜିକ ଜୀବନରେ ମଧ୍ୟ ବେଶ ପରିବର୍ତ୍ତନମାନ ଦେଖା… Continue Reading →

Newer posts »

© 2025 jariaa.com

error: Content is protected !!