Page 8 of 9

ଦଶମତୀ ପହରିଆର ଗାଁ : ନଙ୍ଗଲଘାଟ

ମାର୍ଚ୍ଚ ୬ ତାରିଖ ୨୦୨୦ ଦିନ ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ଗାଳ୍ପିକ ଭୀମ ପୃଷ୍ଟି, ଯୁବ ଗାଳ୍ପିକ ଆଦିତ୍ୟେଶ୍ୱର ମିଶ୍ର ଏବଂ ନଙ୍ଗଲଘାଟ ପହରିଆ ସମସ୍ୟା ଉପରେ ବିବାଦର କେନ୍ଦ୍ର ହୋଇଥିବା ସାମ୍ବାଦିକ ଖୁଟୁରାମ ସୁନାନୀଙ୍କ ସହ ନଙ୍ଗଲଘାଟ ଯିବାର ସୁଯୋଗ ମିଳିଲା। ୨୦୦୭ ମସିହା ମଇ ୨୭, ୨୮ ଏବଂ ୨୯… Continue Reading →

ମାଳି ପାହାଡ଼ର ଦୁଃଖ

ଚଳନ୍ତି ସମୟର ଘଟଣାବଳୀ ମାନଙ୍କରେ ଅନେକ କାହାଣୀ ଅଛପା ରହିଯାଏ। କୋରାପୁଟ ତହି ମଧ୍ୟରୁ ଗୋଟିଏ। ଅପରୁପ ସୌନ୍ଦର୍ଯ୍ୟର ଏକ ମନୋରମ ପୃଥିବୀ। ଆମେ ତାର ଇତିହାସକୁ ରାଜା ବା ପୁରାଣ ଆଧାରରେ ମାପିଥାଉ। କିନ୍ତୁ କୋରାପୁଟର ଇତିହାସ କଥିତ ଐତିହାସିକ ଯୁଗ ଆରମ୍ଭର ହଜାର ହଜାର ବର୍ଷ ପୁରୁଣା ଏକ ଉନ୍ନତ ସଭ୍ୟତା ଥିଲା।… Continue Reading →

ଦୟାନିଧି ନାୟକ: ବିସ୍ମୃତିର ମହାନାୟକ

କଳାହାଣ୍ଡି ଏକ ମିଥ୍‌। ଯାହାର ନାମମାତ୍ର ହିଁ ଯଥେଷ୍ଟ ଏହାର ପରିଚୟ ଦେବାକୁ। କଳାହାଣ୍ଡିର ଇତିହାସ ମହାନଦୀ ଉପତ୍ୟକାର ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରିଥାଏ। ଏକଦା କାରୁଣ୍ଡ, ମହାକାନ୍ତାର, କାନ୍ତାରକ ଆଦି ନାମରେ ପରିଚିତ ଏହି ଭୁଖଣ୍ଡ ବିଶ୍ୱର ଅନେକ ଦର୍ଶନକୁ ନିଜେ ଜନ୍ମ ଦେଇଛି। ଖ୍ରୀ.ପୂ ପନ୍ଦର ହଜାର ବର୍ଷ ପୂର୍ବର ଗୁଡ଼ହାଣ୍ଡି… Continue Reading →

ଡ. ଜିତେନ୍ଦ୍ର ହରିପାଲ

I never think of myself as a professional. I am an artist, not a performer. This is a pride not a profession. It is art, not employment. It is a Dom tradition, too. What the people on radio and television… Continue Reading →

ଥରେ ନୁହଁ, ଦୁଇଥର ବିସ୍ଥାପନ!

ହୀରାକୁଦ ଜଳଭଣ୍ଡାର, ୨୮୫ ଗୋଟି ଗାଁ (ଓଡ଼ିଶା-୨୪୯ ଓ ବର୍ତ୍ତମାନ ଛତିଶଗଡ଼ର ୩୬ ଗୋଟି ଗାଁ)ର ୨୬,୫୦୧ପରିବାରକୁ ବିସ୍ଥାପିତ କରି ରାଜ୍ୟର ଗର୍ବ ଓ ଗୌରବ ହୋଇ ରହିଅଛି। ୧.୮୩ ଲକ୍ଷ ଏକର ଜମି ଓ ୧.୨୩ ଲକ୍ଷ ଏକର ଚାଷଜମି ଜଳଭଣ୍ଡାର ଗର୍ଭରେ ରହିଅଛି। ଜଳଭଣ୍ଡାରର ବୁଡ଼ି ଅଞ୍ଚଳରୁ ୫୦ ହଜାର ପରିବାରକୁ ବିନା… Continue Reading →

ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ

ବର୍ତ୍ତମାନ ସାମାଜିକ ଜୀବନ ଜଞ୍ଜାଳମୟ ହାଇସାରିଛି। ଅନେକ ମିଥ୍ୟା ମୋକଦ୍ଦମା ବି ହୋଇଥାଏ। ଧାରା ୩୩୮ CRPC (ଅପରାଧ ଦଣ୍ଡ ସଂହିତା) ବଳରେ ଜଣେ ନିଜକୁ ନିର୍ଦ୍ଦୋଷ ଭାବିଲେ ଅଗ୍ରୀମ ଜମାନତ ପାଇଁ ଆବେଦନ କରିପାରିବ। ଆମ ରାଜ୍ୟରେ ଅଗ୍ରୀମ ଜମାନତ କେବଳ ଉଚ୍ଚ ନ୍ୟାୟାଳୟରୁ ମିଳିଥାଏ। ଆମ ରାଜ୍ୟ ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ… Continue Reading →

ପରମେଶ୍ୱରର କରୁଣ ପୃଥିବୀ

ଗୋଟିଏ କୃଷକ ପରିବାର। ତା’ର ଦୈନନ୍ଦିନ ଜୀବନ ତାଲିକାରେ ଅନେକ ଛୋଟବଡ଼ ଆବଶ୍ୟକତା। ଏହି ଆବଶ୍ୟକତାକୁ ପୁରା କରିବା ପାଇଁ ଜମିରେ କାମ କରିବ। ଏ ଜମିଟି ନିଜର।ଏମିତି ନିଜର ଜମିରେ ଚାଷ କରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବାଲକର ପରମେଶ୍ୱର ପ୍ରଧାନ। ଦୁଇଟି ପୁଅ ଓ ଗୋଟିଏ ଝିଅର ସଂସାର। ଚାରି ଏକର ଜମି।… Continue Reading →

ଗୋଟିଏ ବାଘର ଇତିକଥା

ଗଡ଼ଜାତ ମିଶ୍ରଣ ସରିଲା। ଜନମାଁ ବିଧବା ହେବାଟା କିଛି ବର୍ଷର ପୁରୁଣା ହୋଇ ସାରିଥିଲା। ଆଦିବାସୀ ଗଉନ୍ତିଆ ୩୬୫ ଏକର ଜମି। ଜୀବନ ତମାମ ତା’ର ଗୋଟିଏ କଥା, “ଦିନେକେ ଏକରେ ଖାଏମି ଆରୁ ଖୁଆମି”। ଅର୍ଥାତ ଗୋଟିଏ ଏକର ଜମିର ଆୟ ଦିନକରେ ଖର୍ଚ୍ଚ କରିବ; ପରିବାର ଓ ପ୍ରଜା ଲାଗି। ଏତିକି ଥିଲା… Continue Reading →

ମାଇକ୍ରୋ ଫାଇନାନ୍ସର ଅକୁହା ବେଦନା

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍‌ର କଲ୍ୟାଣୀ ବାଗ। ସ୍ୱାମୀ ଓ ଦୁଇପୁଅ ନେଇ ପରିବାର। ସ୍ୱାମୀ ଦିନ ମଜୁରିଆ। ମଝିରେ ମଝିରେ ରାୟପୁର ଯାଏ। ରିକ୍ସା ଚଳେଇ ପରିବାରର ଯାନିଯାତ୍ରାକୁ ସମ୍ଭାଳି ନିଏ କଷ୍ଟେମଷ୍ଟେ। ଦୁଇପୁଅ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ବାସ୍ ଖଟଣି କେବଳ ଖାଇବା ଯୋଗାଡ଼ କରିବାକୁ। ସ୍ୱପ୍ନ ଓ ସମ୍ଭାବନାଠୁ… Continue Reading →

ମସଜିଦ-ଏ-ହଦିଦ

ଝାରସୁଗୁଡ଼ା ମାଟିରେ ଏକ ବିରଳ କୃତ୍ତି ସତୁରୀ ଦଶକର ମଧ୍ୟ ଭାଗରେ ତିଆରି ହୋଇଥିଲା। ସେ ସମୟରେ ସର୍ବାଧିକ ପାଞ୍ଚହଜାର ଇସଲାମ ଧର୍ମବଳମ୍ବି ଜନସଂଖ୍ୟା ବିଶିଷ୍ଟ ସହରରେ ଏକ ପୁରୁଣା ମସଜିଦ ଥିଲା। ପୁରୁଣା ମସଜିଦ ବଦଳରେ ଏକ ନୂତନ ମସଜିଦ ତିଆରି କରିବାର ଆବଶ୍ୟକତା ଅନୁଭବ କରି ସରଦାର-ଏ-ବିରାଦରି ମହମ୍ମଦ ହାଜି ଜାଫର ସାହେବ… Continue Reading →

« Older posts Newer posts »

© 2025 jariaa.com

error: Content is protected !!