ମୁଖାପିନ୍ଧା ମଣିଷରାଜୀବ ସଗରିଆ ମୁଖାପିନ୍ଧା ମଣିଷରାଜୀବ ସଗରିଆପ୍ରକାଶକ : ଜାଗୃତି ପ୍ରକାଶନ, ଭୁବନେଶ୍ୱରପ୍ରଥମ ପ୍ରକାଶନ : ୨୦୦୯ଅକ୍ଷରସଜ୍ଜା : ଶାନ୍ତା ବେଉରାପ୍ରଚ୍ଛଦ : ଡଃ ରମାକାନ୍ତ ସାମନ୍ତରାୟମୁଦ୍ରଣ : ସମଦୃଷ୍ଟି, ଭୁବନେଶ୍ୱରମୁଲ୍ୟ : ୧୫୦/- (ଏକଶତ ପଚାଶ ଟଙ୍କା ମାତ୍ର) MUKHA PINDHA MANISHARAJIB SAGARIAPublisher: Jagruti Prakashaan, BBSR1st published : 2009Type Setting… Continue Reading →
ନୂଆଁଖାଇ ସିଧା ସିଧା ଅନ୍ନ ସହ ଜଡିତ ତେଣୁ ଏହି ତିହାରରେ ଆତ୍ମିୟତା ଥାଏ ଭାବାବେଗ ଥାଏ। ବର୍ତ୍ତମାନ ନୂଆଁଖାଇ ସମୟରେ ପ୍ରାଚୀନ ପରମ୍ପରା ହିସାବରେ ପିଦର ପୂଜା କରାଯାଏ। ନୂଆଖାଇ ଭେଟ ଆଦି ସମାରୋହ ମନୋରଞ୍ଜନ ଧର୍ମୀ, ବିଚାରଧର୍ମୀ ଓ ସତୀର୍ଥମାନଙ୍କ ସହ ଭେଟ ଆଲୋଚନା ଆଦି ମାଧ୍ୟମରେ ବିସ୍ତାରିତ ହୋଇଛି। ନୂଆଁଖାଇ ଭେଟ… Continue Reading →
ଡାଲଖାଇ ବିଷୟରେ ଚର୍ଚ୍ଚା କରିବା ପୂର୍ବରୁ ଆଦିବାସୀ ଦର୍ଶନ ପ୍ରତି ପୂର୍ବାଗ୍ରହକୁ ବାଦ ଦେବାକୁ ପଡିବ। ଡାଲଖାଇ ବିଷୟ ଉତ୍ଥାପନ କଲା ସମୟରେ ଏହି ଲେଖକ ସ୍ପଷ୍ଟ କରିଦେବାକୁ ଚାହେଁ; ଏହା ଏକ ପତ୍ରକାର ତଥ୍ୟ। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଐତିହାସିକ ତଥ୍ୟ କହିଥାଏ ଯେ ୬୫ ହଜାର ବର୍ଷ ପୂର୍ବରୁ ପ୍ରଥମ ଭାରତୀୟ ବର୍ତ୍ତମାନର… Continue Reading →
ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଭାଲେଗାଁ ଗ୍ରାମ ପଞ୍ଚାୟତର ବାଗଡେର ଗାଁର ନୀଳ ରଣା ପରିବାର ସହ ରହେ। ଲାଗ ଲାଗ ତିନୋଟି ଝିଅ ହେବାପରେ କୌଣସି କାରଣରୁ ପ୍ରଥମ ସ୍ତ୍ରୀ ସହ ତାର ବିବାହ ବିଚ୍ଛେଦ ହୁଏ। ସାମାଜିକ ରୀତିରେ ବିବାହ ବିଚ୍ଛେଦ। ଆଇନରେ ଦାୟ ରଖେନି ଏହି ବିବାହ ବିଚ୍ଛେଦ। ସମ୍ପତ୍ତି ଦାବୀ… Continue Reading →
ରେମୁଣା ମହିଳା ମହାବିଦ୍ୟାଳୟର ବଡବାବୁ ଶ୍ରୀ ବଲରାମ ବିଶି ଏବଂ ମାତା ଶ୍ରୀମତୀ ସବିତା ବିଶିଙ୍କ କୋଡିଏ ବର୍ଷର ଝିଅ ସୁଶ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଦେହାନ୍ତ ଭୂବନେଶ୍ୱର ଏମସ ହସପତାଲରେ ଗତ ୧୫ ଜୁଲାଇ, ୨୦୨୫ ଦିନ ବିଳମ୍ବିତ ରାତିରେ ହୋଇ ଯାଇଛି। ଏକ ପ୍ରତିରୋଧ ମୂଳକ ସାହସିକ ପଦକ୍ଷେପ ନେଇ ସୌମ୍ୟାଶ୍ରୀ ନିଜ ଅଧ୍ୟକ୍ଷଙ୍କ… Continue Reading →
ବର୍ତ୍ତମାନର ଭୌଗଳିକ ଓଡ଼ିଶାକୁ ଏକକ ଭାବରେ ନିଆଗଲେ ଉପର ମହାନଦୀ ଉପତ୍ୟକା ଗୋଟିଏ ବହୁ ଆୟାମି ଦର୍ଶନ ସାଂଖ୍ୟର ମୂଲକ୍ଷେତ୍ର ଅଟେ। ଏହା ସହିତ ପଶ୍ଚିମବଙ୍ଗର ମେଦିନାପୁର ଅଞ୍ଚଳ ଏବଂ ଆନ୍ଧ୍ରପ୍ରଦେଶର ସଂଲଗ୍ନ ଅଞ୍ଚଳକୁ ନେଇ ଉଡ୍ଡୀୟାନ ଗଠିତ ହୋଇଥିଲା। ଷାଠିଏ ହଜାର ଜନପଦକୁ ନେଇ ଗଠିତ ଉଡ୍ଡୀୟାନ ଦୁଇ ଭାଗରେ ବିଭକ୍ତ ହୋଇଥିଲା, ସମ୍ବଲକ… Continue Reading →
ନିକଟରେ ଜଣେ ମତେ ଗୋଟିଏ ଅନଲାଇନ ମାର୍କେଟିଂ ଏପରେ ଗୋଟିଏ ଚା’ର ବିଜ୍ଞାପନ ଦେଖାଇଲେ। ସେଥିରେ ମିଶିଥିବା ଔଷଧି ସବୁ ପଶ୍ଚିମ ଓଡ଼ିଶାର ଜଙ୍ଗଲରୁ ମିଳୁଥିବା ଦୂର୍ଲଭ ଔଷଧି ହିଁ ଥିଲା। ଖୁସି ଲାଗିଲା ଯାହା ହେଉ ଓଡ଼ିଶାର ବନୌଷଧି ବିଶ୍ୱ ବଜାର ପାଇଁ ଉପଲବ୍ଧ ହେଉଛି। ସେହି ଔଷଧିର ସାମାନ୍ୟ ଇତିହାସ ଖୋଜିଲି। ଆଶ୍ଚର୍ଯ୍ୟ… Continue Reading →
ଭାରତୀୟ ଜଳବାୟୁରେ ମୌସୁମୀ ବେଶ ମହତ୍ୱ ରଖିଥାଏ। ଭାରତ ସମେତ ସମଗ୍ର ଦକ୍ଷିଣ ଏସିଆର ଅର୍ଥନୀତି ଓ ରାଜନୀତକୁ ପ୍ରଭାବିତ କରିଥାଏ। ଜନଜୀବନ ସହ ଜଡିତ ମୌସୁମୀ ଭାରତ ମହାସାଗର ଓ ଭାରତବର୍ଷ ମଧ୍ୟରେ ଯାତାୟାତ କରୁଥିବା ଗୋଟିଏ ବାୟୁ। ଯିଏ ବର୍ଷା ଓ ଶୀତର କାରକ ବି ହୋଇଥାଏ। ଭାରତ ମହାସାଗରରୁ ବାହାରି ଆରବ… Continue Reading →
ଏପ୍ରିଲ ୨୨, ୨୦୨୫ ଦିନ ଜମ୍ମୁକାଶ୍ମୀରର ଅନନ୍ତନାଗ ଜିଲ୍ଲାର ବୈସାରନ ଘାଟି ପହଲଗାଓଁ ରେ ପାଞ୍ଚଜଣ ଆତଙ୍କବାଦୀ ଏକେ-୪୭ ଓ ଏମ ୪ ଭଳି ମାରଣାସ୍ତ୍ର ନେଇ ନରସଂହାର ଘଟାଇଥିଲେ। ଠିକ ଆଠଦିନ ପରେ ୩୦ ଏପ୍ରିଲ, ୨୦୨୫ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ କମିଟି Cabinet committee on political affairs… Continue Reading →
ପହଲଗାଓ ଗଣହତ୍ୟା ଶିକାର ଭାରତୀୟଙ୍କୁ ଶ୍ରଦ୍ଧାଞ୍ଜଳୀଜମ୍ମୁକାଶ୍ମୀର ରାଜ୍ୟ ବିଭାଜିତ ହୋଇ ତିନୋଟି କେନ୍ଦ୍ରଶାସିତ ଅଞ୍ଚଳ କରାଗଲା। ଏହାପରେ ପର୍ଯ୍ୟଟକଙ୍କ ସଂଖ୍ୟା ପୂର୍ବଭଳି ବଢିବାକୁ ଲାଗିଲା। ଦୀର୍ଘ ଆତଙ୍କବାଦ କବଳିତ ଅଞ୍ଚଳ ଦେଶପାଇଁ ଉନ୍ମୁକ୍ତ ହୋଇଗଲା।ଏହାର ଅନ୍ୟପଟର ଚିତ୍ର ନିଶ୍ଚିତ ଗୋଟିଏ ପ୍ରତିକ୍ରିୟା ଦେବ। ଗୋଟିଏ ରାଷ୍ଟ୍ର ଉପରେ କ୍ରମାଗତ ବିଭିନ୍ନ ପ୍ରକାରେ ଆକ୍ରମଣ କରି ଆସୁଥିବା… Continue Reading →
© 2026 jariaa.com