#ଗୋଟିଏ_ଜବରଦଖଲ_ଗାଁ_ଓ_ଆରାବଳୀଟିକିଏ ପୂର୍ବକୁ ଯିବା। ପଶ୍ଚିମ ଓଡ଼ିଶାର ଅନେକ ଜଙ୍ଗଲରେ ଗୋଟିଏ ଗୋଟିଏ ଅସହଜ କଲାଭଳି କାହାଣୀମାନ ଯୋଡ଼ି ହୋଇ ଯାଇଛି। ୨୦୦୬ ଜଙ୍ଗଲ ଅଧିକାର ଆଇନ ଲାଗୁ ହେଲା ପରେ ବି ଅନେକ ଗାଁ ଗଢ଼ି ଉଠିଛି।ଏଇ ସଙ୍ଗଠିତ ଭାବରେ ତିଆରିଥିବା ଗାଁମାନ ଆନୁଷ୍ଠାନିକ ଭାବେ ପରିଚାଳିତ ହୁଅନ୍ତି। ଏହି ଗାଁ ମାନଙ୍କରେ ଜଣେ ଜଣେ… Continue Reading →
ଅନ୍ଧାରୁ ଦଦା ମରିଯିବାଟା ପାଞ୍ଚବର୍ଷ ପୁରିବ। ଚାରିଫୁଟ ତିନିଇଞ୍ଚର ମଣିଷଟିର ସେତିକି ହିଁ ଇତିହାସ, ଯେତିକି ତାଙ୍କର ଉଚ୍ଚତା। ତାଙ୍କର ବୟସ ଅନୁମାନ କଲେ ଗୋଟିଏ ଉପାକ୍ଷାନ ହେବ।#ଅନ୍ଧାରୁ_ଦଦାଙ୍କ_ବୟସପଡ଼ୋଶୀ ଗଣାର ଦଦା କହେ ତିନ ତିନଟା ସରପଞ୍ଚ ଗଲେ ନା’ରେ ବାବୁ ଅନ୍ଧାରୁ ଦଦାକେ ଷାଠେ(୬୦ ବର୍ଷ) ନେଇ ପୁରି ପାରୁଛେ! ସରକାରଙ୍କ ସିନିଅର ସିଟିଜନ… Continue Reading →
ବ ଵଙ୍ଗୋମୁଣ୍ଡା ବ୍ଲକର ବିରାଟ ମାଝୀ; ସରକାରଙ୍କ ଅନୁଦାନରୁ ଛେଲି ଗୁହାଳ ପାଇଲେ। ଛେଲି ଚାଷକରି ସେ ପରିବାର ପ୍ରତିପୋଷଣ କରି ପାରନ୍ତି। ସରକାରଙ୍କ କୃପାଦୃଷ୍ଟି ପଡିଲା ପରେ ଗୁହାଳ ତିଆରିଲେ। ତାଙ୍କ ପାଉଣା ପାଇଲେ ନାହିଁ। ଛଡ଼ ସିମେଣ୍ଟ ବାଲି ଆଦି ପାଇଁ ବାକିଆ ରହି ଯାଇଥିଲା। ମହାଜନୀ ଋଣ କରି ବାକିଆ ଶୁଝିଲେ।… Continue Reading →
ହ ଜ ହାତୀକୁ ଅନୁସରଣ କରିବା ବେଳେ ଅନେକ କଥା ଅନେକ ବ୍ୟଥା ସାମ୍ନାକୁ ଆସୁଛି। ଆଜି ଗୋଟିଏ ଗାଁ ଗଲି। ହାତୀମାନେ ଯେମିତି ରାଣ ଖାଇଛନ୍ତି ଗାଁଟିକୁ ନିଶ୍ଚିହ୍ନ କରିଦେବାକୁ। ହାଡଥରା ଶୀତରେ ଲୋକେ ଆବାସ ଯୋଜନାରୁ ମିଳିଥିବା ଘରଛାତ ଉପରେ ପଲିଥିନ ଢ଼ାଙ୍କି ରାତିରେ ଶୋଉଛନ୍ତି। ହାତୀ ଫସଲ ନଷ୍ଟ କରିଦେଇଛି, ଘର… Continue Reading →
ଶୁଲିଆ ଯାତ୍ରା ଅନ୍ୟ ଆଦିବାସୀ ଯାତ୍ରା ଭଳି ପାଳିତ ହେଉଥିବା ଏକ ପ୍ରାଚୀନ ଯାତ୍ରା। କୃଷିକର୍ମଣ ଆରମ୍ଭ ହେଲା ପରେ ମଣିଷ ପାହାଡ଼ ଛାଡ଼ି ସମତଳ ଭୂମିକୁ ଆସିଲା। ଘଞ୍ଚ ବନାନୀ ପଶ୍ଚିମ ଓଡ଼ିଶାର ଭୂମିକୁ ଅସୂର୍ଯ୍ୟମପଶ୍ୟା କରି ରଖିଥିଲା। ମାଟି ସନ୍ତସନ୍ତିଆ ଥିଲା। କୋଶଲୀ ଭାଷାରେ ସନ୍ତସନ୍ତିଆ ଭୂମୀକୁ ପାଟ କୁହାଯାଏ। ପରବର୍ତ୍ତୀ ସମୟରେ… Continue Reading →
ବିଦ୍ୟାଳୟକୁ ଶିକ୍ଷକ ଆସିଲେ ନାହିଁ ବୋଲି ପାଠ ପଢିନଥିବା ଅଥବା ଫେଲ ସାର୍ଟିଫିକେଟଧାରୀ ଅନେକ ଯୁବକ ଓଡିଶାର ପ୍ରତି ଗାଁରୁ ବାହାରିବେ।ଏମିତି ଗୋଟିଏ ଗାଁ କଥା। ବାପାମାଁ ଦାଦନ ଯାଇ ପାଠ ପଢ଼ଉଛନ୍ତି। କାହାର ବାପା କାମକୁ ପାରୁନି ବୋଲି ସେଠ କମ ପଇସା ଦେଇଛି ଅବା ମାଁ କି ବଡ଼ଭାଇ ରୋଗରେ ଅଛନ୍ତି ବୋଲି… Continue Reading →
ଗଉର ବା ଗଉଡ ଜାତିର ପ୍ରାଚୀନତା ଉପରେ କୌଣସି ପ୍ରଶ୍ନ ହିଁ ନାହିଁ। ଗଉଡ ଜାତି ପଶୁପାଳନ ବା ଗୋପାଳନ କରି ଭାରତ ଭୂଖଣ୍ଡର ଅର୍ଥନୀତିକୁ ବେଶ ସମୃଦ୍ଧ କରିଥିଲେ। ଗଉଡ ଜାତି ବୈଶ୍ୱିକ ସ୍ତରରେ ଯାଦବ ବା ଅହିର ଜାତି ଭାବରେ ପରିଚିତ ହୁଅନ୍ତି। ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଅଞ୍ଚଳରେ ଗଉଡ ଜାତି… Continue Reading →
© 2026 jariaa.com