ଛତରଡ଼ାଣି; ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ତୁରେକେଲା ବ୍ଲକକୁ ଆବୋରିଥିବା ଗନ୍ଧମାର୍ଦ୍ଦନ ପର୍ବତ ଶୃଙ୍ଖଳାର ଗୋଟିଏ ପର୍ବତସଂଘ। ଅଞ୍ଚଳର ମୌସୁମୀ-ରୋଧକ (ସ୍ଥାନୀୟ ଭାଷାରେ ଭଣାରଘର); ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ର ଅଧିକାଂଶ ଦୈବୀ ପିଠକୁ ଛତ୍ରଦଣ୍ଡ ଯୋଗାଉଥିବା ଏକମାତ୍ର ମାନ୍ୟ ପର୍ବତ। ପର୍ବତଟି ଗୋଟାପଣେ ଦେବୀ! ଘଞ୍ଚଜଙ୍ଗଲ, କୋଡ଼ିଏ ବର୍ଷତଳେ ବାଘର ଭୟ ଥିଲା। ବିଗତ… Continue Reading →
କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର ବ୍ଲକ, ସମୁଦ୍ର ପତନରୁ ୭୨୩ ମିଟର ଉଚ୍ଚ ଏହି ପାହାଡ଼ ଓ ଘଞ୍ଚଜଙ୍ଗଳ ଘେରା ଅଞ୍ଚଳର ନାକରୁଣ୍ଡି ଗ୍ରା.ପରୁ ଛଅ କିଲୋମିଟର ଗଲେ ପଡ଼େ ବାଜିଙ୍ଗଦର ପାହାଡ଼ି ନଈ; ତା’ସେପଟେ ଛୋଟ ଡୁଙ୍ଗରୀ ଯାହା ଉପରେ ଅଛି ମେଳଘରା ୬୨ ପରିବାର ରହୁଥିବା ଏକ ଆଦିବାସୀ ଗାଁ। ଦାନ ମାଝୀ… Continue Reading →
ଭାନୁ ମାଝୀ ଜଣେ ସିଆନ ସିଆଲମାଲ ଗାଁର। ଗାଁଟି ରାଜସ୍ୱ ଖାତାରେ ଚଢ଼ି ନାହିଁ। ଜଙ୍ଗଲବିଭାଗ ଲୋକଙ୍କ ସହ ସଂଘର୍ଷ ହୋଇଗଲା। ଗାଁ ତିନୋଟି ପଡ଼ାର ଷାଠିଏ ପରିବାରଙ୍କ ନିକଟରେ ବିକଳ୍ପ ନ ଥିଲା। ପାହାଡ଼ ଧସିଗଲାରୁ ସେମାନେ ତଳକୁ ଆସି ସିଆଲମାଲ ଗାଁ ବସେଇଲେ। ପୋଲିସ ଓ ଜଙ୍ଗଲ ବିଭାଗର ଫୌଜ ଆସି ଗାଁ… Continue Reading →
ଶ୍ରୀଯୁକ୍ତ ରିକିରାମ ସୌରୀ; ଜଣେ ଆକର୍ଷଣୀୟ ବ୍ୟକ୍ତିତ୍ୱ ନିଶ୍ଚୟ। ପତ୍ରକାର ହେବା କାରଣରୁ ସେ ମଣିଷକୁ ଆହୁରି ନିକଟରୁ ଜାଣିବାର ଇଚ୍ଛା ହେବା ସ୍ୱଭାବିକ। ବନ୍ଧୁ ବିଘ୍ନରାଜ ରାଉତ ଏବଂ ମୁଁ ବାହାରିଲୁ ଖୁରସିଗୁଭା ଗାଁକୁ।ସମଗ୍ର ଗୁଡ଼ା-ରାଇଜକୁ ବର୍ତ୍ତମାନ ତିନିଭାଗର ଭାଗେରେ ଦେଖିହେବ। ଛତିଶଗଡ଼ ମୈନପୁର ଅଞ୍ଚଳ, ଓଡ଼ିଶା ସୁନାବେଡ଼ା ଓ ପାଟଧରା ଅଞ୍ଚଳ। ପାଟଧରା… Continue Reading →
ଗୁଡ଼ାରାଇଜ ବା ଗୁଡ଼ାଉପର ଏକ ବିସ୍ତୀର୍ଣ୍ଣ ପାର୍ବତ୍ୟାଞ୍ଚଳ ଓଡ଼ିଶା ଓ ଛତିଶଗଡ଼ ଦୁଇଟି ରାଜ୍ୟକୁ ଘେରି ରହିଛି। ଓଡ଼ିଶା ରାଜ୍ୟ ମିଶ୍ରଣ ସମୟରେ ଖଡ଼ିଆଳ ରାଜ୍ୟ ବା ପୂର୍ବ ଖଡ଼ିଆଳ ଜମିଦାରୀ ଓଡ଼ିଶା ରାଜ୍ୟରେ ମିଶିବା ହିଁ ଗୁଡ଼ାରାଇଜକୁ ଦୁଇଭାଗ କରିଦେଲା। ସେଠାରେ ରହୁଥିବା ଭୁଞ୍ଜିଆ, ଗଣ, ଡମ, ଗଉଡ଼, ପହରିଆ ଆଦି ଜାତି ନିଜ… Continue Reading →
ଆଠଶହ ବର୍ଷ ପୂର୍ବର କଥା। ସାତ ଭଉଣୀ ଓ ଆଠ ମଲ୍ଲୀକର ପୃଥିବୀକୁ ଜଣେ ରାଣୀ ଓ ତାଙ୍କ ରାଜପୁତ୍ର ଆସିଲେ। ଜଣେ ବ୍ରାହ୍ମଣ ଦେବତା ଦୁଇ ମା’ପୁଅଙ୍କୁ ଆଶ୍ରା ଦେଲେ। ପୁଅ ଛେଳୀ ଚରାଏ, ପୁଅ ନିକଟରେ ରାଜକଳା ଦେଖି ବ୍ରାହ୍ମଣ ତାଙ୍କୁ ରାଜା କରିବାକୁ ମନସ୍ତ କଲେ। ରାଜପୁତ୍ର ଯୁବକ ହେଲା। ଏହି… Continue Reading →
ମାର୍ଚ୍ଚ ୬ ତାରିଖ ୨୦୨୦ ଦିନ ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର ପ୍ରାପ୍ତ ଗାଳ୍ପିକ ଭୀମ ପୃଷ୍ଟି, ଯୁବ ଗାଳ୍ପିକ ଆଦିତ୍ୟେଶ୍ୱର ମିଶ୍ର ଏବଂ ନଙ୍ଗଲଘାଟ ପହରିଆ ସମସ୍ୟା ଉପରେ ବିବାଦର କେନ୍ଦ୍ର ହୋଇଥିବା ସାମ୍ବାଦିକ ଖୁଟୁରାମ ସୁନାନୀଙ୍କ ସହ ନଙ୍ଗଲଘାଟ ଯିବାର ସୁଯୋଗ ମିଳିଲା। ୨୦୦୭ ମସିହା ମଇ ୨୭, ୨୮ ଏବଂ ୨୯… Continue Reading →
ଚଳନ୍ତି ସମୟର ଘଟଣାବଳୀ ମାନଙ୍କରେ ଅନେକ କାହାଣୀ ଅଛପା ରହିଯାଏ। କୋରାପୁଟ ତହି ମଧ୍ୟରୁ ଗୋଟିଏ। ଅପରୁପ ସୌନ୍ଦର୍ଯ୍ୟର ଏକ ମନୋରମ ପୃଥିବୀ। ଆମେ ତାର ଇତିହାସକୁ ରାଜା ବା ପୁରାଣ ଆଧାରରେ ମାପିଥାଉ। କିନ୍ତୁ କୋରାପୁଟର ଇତିହାସ କଥିତ ଐତିହାସିକ ଯୁଗ ଆରମ୍ଭର ହଜାର ହଜାର ବର୍ଷ ପୁରୁଣା ଏକ ଉନ୍ନତ ସଭ୍ୟତା ଥିଲା।… Continue Reading →
କଳାହାଣ୍ଡି ଏକ ମିଥ୍। ଯାହାର ନାମମାତ୍ର ହିଁ ଯଥେଷ୍ଟ ଏହାର ପରିଚୟ ଦେବାକୁ। କଳାହାଣ୍ଡିର ଇତିହାସ ମହାନଦୀ ଉପତ୍ୟକାର ଏକ ସ୍ୱତନ୍ତ୍ର ସ୍ଥାନ ଦାବୀ କରିଥାଏ। ଏକଦା କାରୁଣ୍ଡ, ମହାକାନ୍ତାର, କାନ୍ତାରକ ଆଦି ନାମରେ ପରିଚିତ ଏହି ଭୁଖଣ୍ଡ ବିଶ୍ୱର ଅନେକ ଦର୍ଶନକୁ ନିଜେ ଜନ୍ମ ଦେଇଛି। ଖ୍ରୀ.ପୂ ପନ୍ଦର ହଜାର ବର୍ଷ ପୂର୍ବର ଗୁଡ଼ହାଣ୍ଡି… Continue Reading →
I never think of myself as a professional. I am an artist, not a performer. This is a pride not a profession. It is art, not employment. It is a Dom tradition, too. What the people on radio and television… Continue Reading →
© 2026 jariaa.com