ଯିଏ ନାଚେ ସେ ନାଚୁ ବା ନଟ ସ୍ତ୍ରୀଲିଙ୍ଗରେ ନଟୀ। ନଚନିଆ କହିଲେ ଯିଏ ନାଚ ବା ନୃତ୍ୟ ପ୍ରଦର୍ଶନ କରି ନିଜର ଜୀବିକା ନିର୍ବାହ କରିଥାଏ। ଭୂଗୋଳର ବିଭେଦରେ ନାଚ ବା ନୃତ୍ୟର ଚରିତ୍ର ଭିନ୍ନ ହୋଇଥାଏ। ନାଚ ବା ନୃତ୍ୟର ଆଲୋଚନା କରିବା ପୂର୍ବରୁ ନାଚର ଏକ ଐତିହାସିକ ଯାତ୍ରା ଆଲୋଚନା ଏହି… Continue Reading →
ଅଜଣା ରାଇଜ। ଉପରସ୍ଥଙ୍କ ଆଦେଶ ଆସିଲା, କାମ ପାଇଁ ଯିବାକୁ ହେବ। ଦୁଇ ଘଣ୍ଟାର ବିମାନ ଯାତ୍ରା। ତାପରେ ଟେକ୍ସି ନେଇ ପାଖାପାଖି ତିନିଶହ କିଲୋମିଟର। ଗୋଟିଏ ଛୋଟ ସହର। ସହର ସୀମା ହୋଇ ବହିଯାଇଛି ନଦୀ। ନଦୀ ଡେଇଁବାକୁ ଗୋପିନାଥ ମାଝୀର ଡଙ୍ଗା, ତା ପରେ ଘଣ୍ଟାଏ ଚାଲିଲେ ମୋର ଲକ୍ଷସ୍ଥଳ।ତିନିଟା ସାଇକେଲରେ ଲୋକ ଆସିଥାନ୍ତି,… Continue Reading →
ବ୍ୟାସଦେବ ନିଜର ମହାଭାରତ ବନପର୍ବରେ କହିଛନ୍ତି ସମ୍ବଲ ଗ୍ରାମରେ କଲ୍କୀ ଜନ୍ମଗ୍ରହଣ କରିବେ। ତାଙ୍କ ପିତାଙ୍କ ନାମ ବିଷ୍ଣ ଶର୍ମା ହେବ। ଅନ୍ୟତ୍ର ଅନେକ ତାଙ୍କ ମାତାଙ୍କ ନାମ ସୁମତୀ ଓ ସୁମନ୍ତ, ରାଗ, କଭି ନାମରେ ତିନି ଭାଇ ହେବା କଥା ବି କୁହାଯାଏ।ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲକୀ ଧାମର ଶିଳାନ୍ୟାସ… Continue Reading →
© 2026 jariaa.com