ସମ୍ବିଧାନିକ ନୀୟମ ହିସାବରେ ମାନବକୁ ପଣ୍ୟ ଭାବରେ ବ୍ୟବହାର କରାଯାଇ ପାରିବ ନାହିଁ। ନିଜର ଅବା ନିଜ ପରିବାରର ଆବଶ୍ୟକତା ପୁରା କରିବା ପାଇଁ ମାନବ, ମାନବ ଶିଶୁ ଅବା ନିଜ ଜନ୍ମିତ ସନ୍ତାନକୁ ପଣ୍ୟ ଭାବରେ ବ୍ୟବହାର କରିବା ନିଶ୍ଚିତ ବେଆଇନ କାର୍ଯ୍ୟ। ଏଭଳି କେତେକ ଖବର ଅନେକ ଯୋଜନା ପଣୟନରେ ସହାୟକ ହୋଇଛି।… Continue Reading →
ଗତ ୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀ ସମସ୍ତେ ନିଜ ନିଜର ପ୍ରଚାରରେ ଲାଗିଥାନ୍ତି। ବନ୍ଧୁ ରିତେଶ କୁମାର ଦାସଙ୍କ ସହ ପାଟଧରା ଗାଁମାନଙ୍କୁ ଗଲୁ। ପୂର୍ବରୁ ପଞ୍ଚାୟତ ଦାବୀରୁ ଏବଂ ମାଓବାଦୀଙ୍କ ଭୟରୁ ଭୋଟ ଦେଉ ନଥିବା ପାଟଧରା ଅଞ୍ଚଳରେ ଗୋଟିଏ କଥା ଲକ୍ଷ କଲି। ସେଠାକାର ଲୋକେ ପ୍ରାର୍ଥୀଙ୍କ ସହ ତାଙ୍କ ସମ୍ପର୍କ କେତେ… Continue Reading →
© 2026 jariaa.com