I never think of myself as a professional. I am an artist, not a performer. This is a pride not a profession. It is art, not employment. It is a Dom tradition, too. What the people on radio and television… Continue Reading →
ହୀରାକୁଦ ଜଳଭଣ୍ଡାର, ୨୮୫ ଗୋଟି ଗାଁ (ଓଡ଼ିଶା-୨୪୯ ଓ ବର୍ତ୍ତମାନ ଛତିଶଗଡ଼ର ୩୬ ଗୋଟି ଗାଁ)ର ୨୬,୫୦୧ପରିବାରକୁ ବିସ୍ଥାପିତ କରି ରାଜ୍ୟର ଗର୍ବ ଓ ଗୌରବ ହୋଇ ରହିଅଛି। ୧.୮୩ ଲକ୍ଷ ଏକର ଜମି ଓ ୧.୨୩ ଲକ୍ଷ ଏକର ଚାଷଜମି ଜଳଭଣ୍ଡାର ଗର୍ଭରେ ରହିଅଛି। ଜଳଭଣ୍ଡାରର ବୁଡ଼ି ଅଞ୍ଚଳରୁ ୫୦ ହଜାର ପରିବାରକୁ ବିନା… Continue Reading →
ବର୍ତ୍ତମାନ ସାମାଜିକ ଜୀବନ ଜଞ୍ଜାଳମୟ ହାଇସାରିଛି। ଅନେକ ମିଥ୍ୟା ମୋକଦ୍ଦମା ବି ହୋଇଥାଏ। ଧାରା ୩୩୮ CRPC (ଅପରାଧ ଦଣ୍ଡ ସଂହିତା) ବଳରେ ଜଣେ ନିଜକୁ ନିର୍ଦ୍ଦୋଷ ଭାବିଲେ ଅଗ୍ରୀମ ଜମାନତ ପାଇଁ ଆବେଦନ କରିପାରିବ। ଆମ ରାଜ୍ୟରେ ଅଗ୍ରୀମ ଜମାନତ କେବଳ ଉଚ୍ଚ ନ୍ୟାୟାଳୟରୁ ମିଳିଥାଏ। ଆମ ରାଜ୍ୟ ବ୍ୟତୀତ ଦେଶର ସମସ୍ତ ରାଜ୍ୟରେ… Continue Reading →
ଗୋଟିଏ କୃଷକ ପରିବାର। ତା’ର ଦୈନନ୍ଦିନ ଜୀବନ ତାଲିକାରେ ଅନେକ ଛୋଟବଡ଼ ଆବଶ୍ୟକତା। ଏହି ଆବଶ୍ୟକତାକୁ ପୁରା କରିବା ପାଇଁ ଜମିରେ କାମ କରିବ। ଏ ଜମିଟି ନିଜର।ଏମିତି ନିଜର ଜମିରେ ଚାଷ କରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବାଲକର ପରମେଶ୍ୱର ପ୍ରଧାନ। ଦୁଇଟି ପୁଅ ଓ ଗୋଟିଏ ଝିଅର ସଂସାର। ଚାରି ଏକର ଜମି।… Continue Reading →
ଗଡ଼ଜାତ ମିଶ୍ରଣ ସରିଲା। ଜନମାଁ ବିଧବା ହେବାଟା କିଛି ବର୍ଷର ପୁରୁଣା ହୋଇ ସାରିଥିଲା। ଆଦିବାସୀ ଗଉନ୍ତିଆ ୩୬୫ ଏକର ଜମି। ଜୀବନ ତମାମ ତା’ର ଗୋଟିଏ କଥା, “ଦିନେକେ ଏକରେ ଖାଏମି ଆରୁ ଖୁଆମି”। ଅର୍ଥାତ ଗୋଟିଏ ଏକର ଜମିର ଆୟ ଦିନକରେ ଖର୍ଚ୍ଚ କରିବ; ପରିବାର ଓ ପ୍ରଜା ଲାଗି। ଏତିକି ଥିଲା… Continue Reading →
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ର କଲ୍ୟାଣୀ ବାଗ। ସ୍ୱାମୀ ଓ ଦୁଇପୁଅ ନେଇ ପରିବାର। ସ୍ୱାମୀ ଦିନ ମଜୁରିଆ। ମଝିରେ ମଝିରେ ରାୟପୁର ଯାଏ। ରିକ୍ସା ଚଳେଇ ପରିବାରର ଯାନିଯାତ୍ରାକୁ ସମ୍ଭାଳି ନିଏ କଷ୍ଟେମଷ୍ଟେ। ଦୁଇପୁଅ ଗାଁ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ବାସ୍ ଖଟଣି କେବଳ ଖାଇବା ଯୋଗାଡ଼ କରିବାକୁ। ସ୍ୱପ୍ନ ଓ ସମ୍ଭାବନାଠୁ… Continue Reading →
ଝାରସୁଗୁଡ଼ା ମାଟିରେ ଏକ ବିରଳ କୃତ୍ତି ସତୁରୀ ଦଶକର ମଧ୍ୟ ଭାଗରେ ତିଆରି ହୋଇଥିଲା। ସେ ସମୟରେ ସର୍ବାଧିକ ପାଞ୍ଚହଜାର ଇସଲାମ ଧର୍ମବଳମ୍ବି ଜନସଂଖ୍ୟା ବିଶିଷ୍ଟ ସହରରେ ଏକ ପୁରୁଣା ମସଜିଦ ଥିଲା। ପୁରୁଣା ମସଜିଦ ବଦଳରେ ଏକ ନୂତନ ମସଜିଦ ତିଆରି କରିବାର ଆବଶ୍ୟକତା ଅନୁଭବ କରି ସରଦାର-ଏ-ବିରାଦରି ମହମ୍ମଦ ହାଜି ଜାଫର ସାହେବ… Continue Reading →
ଝାରସୁଗୁଡ଼ା ତିୱାରୀ ହୋଟେଲରେ ଚୁପଚାପ ବସି ଚା ପିଉଥିଲା ବେଳେ, ପ୍ରତିଦିନ ପାହାଡ଼ ଚଢ଼ି ସମ୍ବଲପୁର ବୁଢ଼ାରଜା ମନ୍ଦିରରେ ବସିଥିଲା ବେଳେ, ନିଜର ସାଇକେଲରେ, ସମ୍ବଲପୁରରେ ବୁଲୁଥିଲା ବେଳେ କେହି କେବେ ଭାବି ନ ଥିବେ ଯେ ଏହି ମଣିଷଟି ପୃଥିବୀ ଭ୍ରମଣ କରି ସୃଷ୍ଟିର ରହସ୍ୟ ସବୁକୁ ଜାଣି ସାରିଛି। ମାଟିସହ ନିଜକୁ ନିବିଡ଼… Continue Reading →
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ ପୃଥିବୀର ୮୦ ପ୍ରତିଶତରୁ ଉର୍ଦ୍ଧ୍ୱ ଜନସଂଖ୍ୟା ପାରମ୍ପାରିକ ଔଷଧି ମୁଖ୍ୟତଃ ବନୌଷଧି ଉପଚାର ନେଇଥାନ୍ତି। ବିଶ୍ୱରେ ଚୀନର ପାରମ୍ପାରିକ ଚିକିତ୍ସା ସବୁଠାରୁ ବେଶି ଲୋକପ୍ରୀୟ ଏହା ପରକୁ ରହିଛି ଭାରତୀୟ ଚିକିତ୍ସା ବା ଆୟୁର୍ବେଦ। ବିଶ୍ୱର ସବୁଠାରୁ ବଡ ସଂଖ୍ୟାର ଲୋକେ ପାରମ୍ପାରିକ ଚିକିତ୍ସା ଉପରେ ନିର୍ଭର କରିଥାନ୍ତି। ଏହି… Continue Reading →
-ନବୀନ ପଟ୍ଟନାୟକ ଭଲ ଲୋକ ନେଇସେ ଆଜ୍ଞା!-କେନ୍ତା?-କଂଗ୍ରେସିଏ ବୁପରେକେ ଖୋବ ମାଡ଼ ଦେଇଦେଲେ।-କିଏ କହେଲା?-କିଏ ଆର କହେବା ଆଜ୍ଞା! ତମେ ବି ବେଡ଼ା ହଉଛ ତା’ଲ ଜେ ! ନେଇ ମାଡ଼ ହେଇଥିଲେ କଂଗ୍ରେସିଏ ଏନ୍ତ ତୁଡ଼େ ବନ୍ଦ କରତେ କେଁ ଦେଶ କେ।ବାସ୍! ଏତିକି ସରଳ ଆମ ଗାଁ ଲୋକମାନେ। ପବନ ଦେହରେ ବାଜିଲେ… Continue Reading →
© 2025 jariaa.com